ସନ୍ଧ୍ୟା:- ସେ କଥା ତ ବହୁତ ଦିନ ପରେ ହବ ନା ଏବେଠୁ କାହିଁକି ଆଲୋଚନା କରୁଛ । ମୋତେ ବହୁତ ଲାଜ ଲାଗୁଛି ।
ଭାଉଜ:- ମୋତେ ଲାଜ କରିବା କିଛି ଦରକାର ନାହିଁ ।
ହଉ ଛାଡ଼ ସେ କଥା ! ତମ ଘରେ ସମସ୍ତେ ଭଲଅଛନ୍ତି ତ ।
ସନ୍ଧ୍ୟା:- ହଁ ଘରେ ସମସ୍ତେ ଭଲ ଅଛନ୍ତି ।
ଭାଉଜ ତମେ ଟିକେ ବସିଥାଅ ମୋତେ ବହୁତ ବିରକ୍ତ ଲାଗିଲାଣି ।
ମୁଁ ଫ୍ରେସ ହେଇକି ଆସୁଛି ।
ଫ୍ରେସ ହେଇକି ଆସିଲେ ବହୁତ କଥା ହବା ।
ମୁଁ ଏଇ ଗଲି ଆଉ ଆସିଲି ।
ତାପରେ ସନ୍ଧ୍ୟା ଫ୍ରେସ ହବାକୁ ଚାଲିଗଲା, ସେପଟେ ବାବା ଆଉ ମା ଠାକୁର ପୂଜା ସାରି ଡାଇନଙ୍ଗ ଟେବୁଲକୁ ଆସିଯାଇଥାନ୍ତି ।
ଆପେକ୍ଷା କରିଥାନ୍ତି ଶାନ୍ତନୁ କୁ ।
ବାବା:- ଆରେ ଶାନ୍ତନୁ ଜଲଦି ଆସ Breakfast କରିବୁ ।
କୁମାର ଆସିଯାଇଥାଏ ।
କୁମାର:- ମୁଁ ଆସିଗଲି ରୁହ ମୁଁ ମୋ ସାଙ୍ଗମାନଙ୍କୁ ଡାକି ଆଣୁଛି ।
ମା:- ତୋ ସାଙ୍ଗମାନେ ଆସିଛନ୍ତି !! ଏ କଥା ତ ଏବେ ଯାଏ କହିନୁ ।
କୁମାର:- Sorry !! ବେଶି ଖୁସି ହେଇକି ଭୁଲିଯାଇଛି ରହ ମୁଁ ଡାକୁଛି ହେଲା ।
ସେ ସମସ୍ତଙ୍କୁ ଡାକିଆଣିଲା ଜଣ ଜଣ କରି ସମସ୍ତଙ୍କୁ ପରିଚୟ କରେଇଲା । ତାପରେ ସମସ୍ତେ Breakfast କରିସାରିଲେ ।
Thanks….
Smruti_tume_sradhanjali_in_odia_by_kumars_diary_part_126
Smruti+tume+sradhanjali+in+odia+by+kumars+diary+part+126
Facebook Comments