Smruti Tume Sradhanjali (A true Story ) Page-127

କୁମାର ର ବାବା,ମା ହୋଟେଲ ଯିବାକୁ ବାହାରିଲେ ।
କୁମାର:- ଆଚ୍ଛା !! ମା ! ତମେ ହୋଟେଲ ଯିବନା । 
ଆମେ ସମସ୍ତେ ବି ହୋଟେଲ ଯିବୁ ।
 ମୁଁ ଏଠିକି ଆସିବା ପରଠୁ କେଶବକୁ ଦେଖିନି ତାକୁ ଦେଖିବାକୁ ଭାରି ଇଛା ହେଲାଣି ।

ମା:- ତୁ କେଶବ କଥା କହୁଛୁ, ସେ ତ ଗୋଟେ ହୀରା ଟେ । 
ସେ ଜେବେ ଠୁ ଆସିଛି ଆମର ଭଲ ହିଁ ହେଇଛି ।
 ତୁ ଜାଣିଛୁ?  ଏବେ ଆମର ଦୁଇଟା ହୋଟେଲ ହେଇଯାଇଛି । ଗୋଟେ ହୋଟେଲରେ ସାଗର ଏକୁଟି ସମ୍ଭାଳୁଛି  ଆର ହୋଟେଲରେ କେଶବ ଆଉ ତୋ ବାବା , ମୁଁ ମିଶିକି ରହୁଛୁ । କେଶବର କାମ ଦେଖି ଆମ ହୋଟେଲକୁ ଦେଖି ଆମ ହୋଟେଲକୁ ଏବେ ବହୁତ ଲୋକ ଆସୁଛନ୍ତି ।

ବାବା:- ଏ ଗାଡ଼ିରେ ସମସ୍ତଙ୍କୁ ଜାଗା ହବନି ତମେ ସମସ୍ତେ ସାଗର ଗାଡ଼ିରେ ଆସ !
  ଆମେ ସାଗରର ହୋଟେଲ ଯିବୁ ତାପରେ କେଶବର ହୋଟେଲକୁ ଯିବୁ ।

କୁମାର:- ଠିକ ଅଛି ତାହାଲେ ତମେମାନେ ଯାଅ, ଆମେ ଭାଇର ଗାଡ଼ିରେ ଯିବୁ ।

To be continued…….


Promo: (ବାବା, ମା କୁମାର କୁ ଶାନ୍ତନୁ ବୋଲି କାହିଁକି ଡାକନ୍ତି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..






Follow my Blog and find Smruti Tume Sradhanjali Part-127



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_127
Smruti+tume+sradhanjali+in+odia+by+kumars+diary+part+127

Facebook Comments

Put your Valuable feedback