Smruti Tume Sradhanjali (A true Story ) Page-128


ଆପଣମାନେ ଭାବୁଥିବେ କି କୁମାରକୁ ଏମାନେ ଶାନ୍ତନୁ କାହିଁକି ଡାକୁଛନ୍ତି।


ତାପରେ କୁମାର ର ଗାଁରେ ତା ବାବା, ବୋଉ ଅଛନ୍ତି ଆଉ ଏମାନଙ୍କୁ ପୁଣି  ସେ ବାବା ଆଉ ମା କାହିଁକି ଡାକୁଛି ।

ପ୍ରକୁତରେ ଏମାନଙ୍କର ଆଉ କୁମାରର ସମ୍ପର୍କ କଣ ??

ଆପଣମାନେ କାହାଣୀଟିକୁ ପଢିବା ଜାରି ରଖନ୍ତୁ, ଟିକେ ଆଗକୁ ଏସବୁ ର ଉତ୍ତର ପାଇଯିବେ । 

ତାପରେ କୁମାର ସବୁ ସାଙ୍ଗମାନଙ୍କୁ ଡାକି ପଚାରୁଥାଏ …

କୁମାର:-କଣ ?? ଭାଇ ଆଉ ନାନିମାନେ ଜାଗାଟା କେମିତି ଲାଗୁଛି । 

ସମସ୍ତେ କହିଲେ ଭଲ ହେଲେ ଆମେ ଆସିବା ପରଠୁ କେଶବକୁ ଦେଖିବାକୁ ପାଉନୁ । ସେ କଣ ଏଠି ରହୁନି କି ??

କୁମାର:- ଆରେ ଭାଇ ଆମ କେଶବ, ଏବେ ଆଗ ଭଳି ନାହିଁ, ସେ ଏବେ ଆଉ ଗୋଟେ ହୋଟେଲର ମାଲିକ ହବାକୁ ଯାଉଛି ।

ତାର କଠିନ ପରିଶ୍ରମ ପାଇଁ ଭଗବାନ ତାକୁ ଆଜି ତାର ଫଳ ଦେବାକୁ ଯାଉଛନ୍ତି । 

ସରିତା ତମର ଭାଗ୍ୟ ଉଜ୍ଜ୍ୱଳ ହେଇଗଲା ବୋଲି ଜାଣ ।

ହଉ ଛାଡ଼ ସେ କଥା ଜଲଦି ବାହାର କେଶବ ପାଖକୁ ଯିବା ।

ସମସ୍ତେ ବାହାରିଲେ , ସାଗର ମଧ୍ୟ ରେଡି ହେଇ ବାହାରିଲେ।

ସମସ୍ତେ ଗାଡ଼ିରେ ବସି ଚାଲିଲେ ସାଗର ରହୁଥିବା ହୋଟେଲକୁ । ହୋଟେଲ ବହୁତ ବଡ଼ ।

ସେଠି ସମସ୍ତେ କିଛି ସମୟ ରହି ତାପରେ କେଶବ ରହୁଥିବା ହୋଟେଲକୁ ବାହାରିଲେ, କିଛି ସମୟ ପରେ ଯାଇ ପହଞ୍ଚିଲେ କେଶବର ହୋଟେଲରେ ।

 ହୋଟେଲରେ ପହଞ୍ଚିବା ପରେ କେଶବ କୁମାର କୁ କହୁଥାଏ ।

To be continued…….


Promo: (Hotel ମାଲିକ ର୍ ନାମ ଜାଗାରେ ଶାନ୍ତନୁ ର ନାମ ଲେଖା ହୋଇଥିଲା, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..






Follow my Blog and find Smruti Tume Sradhanjali Part-128



Advertisements
Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_128
Smruti+tume+sradhanjali+in+odia+by+kumars+diary+part+128

Leave a Reply

Your email address will not be published. Required fields are marked *