Smruti Tume Sradhanjali (A true Story ) Page-129


କେଶବ:- କଣ ଭାଇ ଶାନ୍ତନୁ ଭଲ ଅଛନ୍ତି ।


କୁମାର:- କଣ ଭାଇ ମଜାକ କରୁଛୁ ନା କଣ ??
ତୁ ଏତେ Respect ଦେଏନି ।

କେଶବ:-ଆପଣ ହୋଟେଲର ମାଲିକ ଯେତେବେଳେ Respect କେମିତି ଦେବିନି କୁହନ୍ତୁ Sir ।

ଭିତରକୁ ଚାଲନ୍ତୁ ଆପଣଙ୍କ ଫୋଟ ବହୁତ ଡିଜାଇନ କରି ରଖାଯାଇଛି ଦେଖିବେ ।

ତାପରେ କୁମାର ସହ ସମସ୍ତେ ଭିତରକୁ ଗଲେ ଦେଖିଲା ବେଳକୁ ବହୁତ ବଡ଼ ଫୋଟ ଲଗାଯାଇଛି ।
 ସେଥିରେ ଲେଖାଥିଲା, The Hotel Owner Mr. Santanu 

କୁମାର:- ଆରେ ଦେଖରେ ଅଜିତ, ନାରାୟଣ, ଦୀପକ,ବିକ୍ରମ, ଆକାଶ ମୁଁ ପୁଣି ଏଇ ହୋଟେଲର ମାଲିକ ।

ଏତିକି ବେଳେ କୁମାରର ବାବା ଆସି ପହଞ୍ଚି ଯାଇଥାନ୍ତି ।

 ସେ ଆସି କହୁଥାନ୍ତି …

ବାବା:- କେଶବ ସତ କହୁଛି, ତୁ ଏ ହୋଟେଲର ମାଲିକ ।

କୁମାରର ସାଙ୍ଗମାନଙ୍କୁ କହୁଥାନ୍ତି ..!!!

ତମମାନେ ଭାବୁଥିବ କୁମାର ମୋତେ ବାବା ଆଉ ମୋ ସ୍ତ୍ରୀ କୁ ମା କାହିଁକି ଡାକୁଛି । ମୁଁ କହୁଛି ଶୁଣ…

To be continued…….


Promo: (କୁମାର ଶାନ୍ତନୁ କେମିତି ପାଲଟିଲା, ସେ ବିଷୟରେ ପଢିବା Next Page ରେ, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..






Follow my Blog and find Smruti Tume Sradhanjali Part-129



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_129
Smruti+tume+sradhanjali+in+odia+by+kumars+diary+part+129

Put your Valuable feedback