କେଶବ:- କଣ ଭାଇ ଶାନ୍ତନୁ ଭଲ ଅଛନ୍ତି ।
କୁମାର:- କଣ ଭାଇ ମଜାକ କରୁଛୁ ନା କଣ ??
ତୁ ଏତେ Respect ଦେଏନି ।
କେଶବ:-ଆପଣ ହୋଟେଲର ମାଲିକ ଯେତେବେଳେ Respect କେମିତି ଦେବିନି କୁହନ୍ତୁ Sir ।
ଭିତରକୁ ଚାଲନ୍ତୁ ଆପଣଙ୍କ ଫୋଟ ବହୁତ ଡିଜାଇନ କରି ରଖାଯାଇଛି ଦେଖିବେ ।
ତାପରେ କୁମାର ସହ ସମସ୍ତେ ଭିତରକୁ ଗଲେ ଦେଖିଲା ବେଳକୁ ବହୁତ ବଡ଼ ଫୋଟ ଲଗାଯାଇଛି ।
ସେଥିରେ ଲେଖାଥିଲା, The Hotel Owner Mr. Santanu
କୁମାର:- ଆରେ ଦେଖରେ ଅଜିତ, ନାରାୟଣ, ଦୀପକ,ବିକ୍ରମ, ଆକାଶ ମୁଁ ପୁଣି ଏଇ ହୋଟେଲର ମାଲିକ ।
ଏତିକି ବେଳେ କୁମାରର ବାବା ଆସି ପହଞ୍ଚି ଯାଇଥାନ୍ତି ।
ସେ ଆସି କହୁଥାନ୍ତି …
ବାବା:- କେଶବ ସତ କହୁଛି, ତୁ ଏ ହୋଟେଲର ମାଲିକ ।
କୁମାରର ସାଙ୍ଗମାନଙ୍କୁ କହୁଥାନ୍ତି ..!!!
ତମମାନେ ଭାବୁଥିବ କୁମାର ମୋତେ ବାବା ଆଉ ମୋ ସ୍ତ୍ରୀ କୁ ମା କାହିଁକି ଡାକୁଛି । ମୁଁ କହୁଛି ଶୁଣ…
To be continued…….
Promo: (କୁମାର ଶାନ୍ତନୁ କେମିତି ପାଲଟିଲା, ସେ ବିଷୟରେ ପଢିବା Next Page ରେ, ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-129
Follow My Pages:-
Thanks….
Smruti_tume_sradhanjali_in_odia_by_kumars_diary_part_129
Smruti+tume+sradhanjali+in+odia+by+kumars+diary+part+129