ମା:- ସେ ଓକିଲଙ୍କୁ କାହିଁକି ଚାପୁଡା ମାରିଥିଲ ?
କୁମାର:- ସେ କଥା କଣ କି ମା ! ଜଣେ ଲୋକ ଗୋଟେ Case ରେ ଓକିଲ ପାଖକୁ ଆସିଥିଲେ ଆଉ ସେ ଓକିଲ ଜଣଙ୍କ ସରକାରୀ ।
ସେ ଲୋକଜଣଙ୍କ ଆସି ସେ ଓକିଲକୁ ଆସି ସବୁକଥା କହିଲେ ।
ସେ ଓକିଲ ଜଣକ ଫାଇନ ଲାଗିବ କହିଲେ ସେ ଲୋକ ଜଣକ ପଇସା ବି ଦେଲେ ଥରେ ନୁହେଁ ୨ ରୁ ୪ ଥର ଦେଲେ ତଥାପି ସେ ତାଙ୍କର କାମ କରୁନଥିଲେ ।
ଦିନେ ଆମ ସାଙ୍ଗ ମାନଙ୍କ ସହ ତହସିଲ ଅଫିସ ଯାଇଥିଲି ସେ ଲୋକ ଜଣକ ଓକିଲ ପାଖରେ କାନ୍ଦି କାନ୍ଦି କହୁଥାଏ, ହେଲେ ସେ ଓକିଲ ମନା କରୁଥାନ୍ତି ।
ତମର Case କିଛି ହବନି ଯାଅ ।
ଆମେ ଯାଇକି ସେ ଲୋକକୁ ସବୁକଥା ପଚାରିଲୁ ତାପରେ ସେ ଓକିଲ ପାଖକୁ ଗଲୁ ।
Sir ନମସ୍କାର, ସବୁ ଭଲତ ସେ ଯୋଉ ଲୋକଙ୍କୁ ଦେଖୁଛନ୍ତି ତାଙ୍କର Case ସମାଧାନ ହେଲା କି ??
ଯଦି Case ସମାଧାନ ହେବନି ସେ ଦେଇଥିବା ଟଙ୍କା ତାଙ୍କୁ ଫେରେଇଦିଅନ୍ତୁ । ଓକିଲ ଜଣକ କହିଲେ ନ ଫେରେଇଲେ କଣ କରିବ ??
ମୁଁ କହିଲି ମୁଁ କିଛି କରିପାରିବିନି ଯାହା କରିବେ ପୋଲିସ ବାବୁ କରିବେ ।
ଦେଖୁଛନ୍ତି ସେଠି ଭିଡ଼ିଓ ରେକର୍ଡଙ୍ଗି ଚାଲିଛି ସେ ଭିଡ଼ିଓ ଟା ପୋଲିସ ଙ୍କୁ ଦେବି ତାପରେ ଯାହା ଆପଣଙ୍କ ଭାଗ୍ୟ ।
ତାପରେ ସେ ଓକିଲ ମୋତେ କହିଲେ ତୁ ମତେ ଜଣିଛୁ ମୁଁ କିଏ ??
ମୁଁ ତତେ ଦେଖିଦେବି ରହ ।
ମୁଁ କହିଲି କଣ କରିବ କୁହ । କଣ କରିବ କହୁନ !!
ତାପରେ ସେ ମୋତେ ଗୋଟେ ଚାପୁଡା ମାରିଲା ।
Thanks….
Facebook Comments