Smruti Tume Sradhanjali (A true Story ) Page-76







ମୁଁ ନିଜକୁ କଣ୍ଟ୍ରୋଲ କରିପାରିଲିନି । 

ମୁଁ ମାରିଦେଲି ଗୋଟେ ଚାପୁଡ଼ା ତାପରେ ଆରମ୍ଭ ହେଇଗଲା ଯୁକ୍ତିତର୍କ, ସେଠିକାର ଷ୍ଟାଫ ଆସି ରୋକିବାକୁ ଚେଷ୍ଟା କଲେ ପରେ ପୋଲିସ ବି ଆସିଯାଇଥିଲେ ।

ପୋଲିସ ବି କିଛି ବୁଝିଲେନି ମୋତେ ଦୋଷ ଦେଲେ ମୁଁ ଆଉ ଚୁପ୍ ରହିପାରିଲିନି ।

କହିଲି ତମେମାନେ ଗୋଟେ ଗୋଟେ ସରକାରୀ କୁକୁର, ସରକାର ରଖିଛି ଲୋକମାନଙ୍କ ସୁବିଧା ଅସୁବିଧା ବଝିବା ପାଇଁ ହେଲେ ତମେମାନେ ଲୋକମାନଙ୍କ ଠାରୁ ଲୁଟୁଛ ।

ତାପରେ ପୋଲିସ କୁ କହିଲି ଆପଣ ଜାଣିଛନ୍ତି ସେ ଓକିଲ କଣ କରିଛନ୍ତି ??

ଏଇ ବାପା ତାର ଜମି ଜଣେ ଜବରଦସ୍ତ ମାଡ଼ିବସିଛି ସେଥିପାଇଁ ସେ ଓକିଲ କୁ କହିଥିଲା ହେଲେ ସେ ଲାଞ୍ଚ ମାଗିଲେ ଆଉ ସେ ଲାଞ୍ଚ ମଧ୍ୟ ଦେଲେ  ।

ହେଲେ ବି ସେ ତାଙ୍କ କାମ କଣ କରିବ କହୁଛି କଣ ନା ତମ Case କିଛି କରିହବନି ।

ସେ ଲୋକ ଏବେ କଣ କରିବ ବିଷ ଖାଇବ ନହଲେ କୋଉଠି ଯାଇକି ଦଉଡି ଦବ ।

ଆଉ ଆପଣ ମାନେ ଯାଇ ସେଠି କହିବ ଯେ ପୁଅ ବୋହୂ ନପଚାରିବାରୁ ଆତ୍ମହତ୍ୟା କରିଛି ।

Sir ଗୋଟେ କଥା କହିବି ଆମେ ଗରିବ ସତ କିନ୍ତୁ କାହାର ବିଶ୍ଵାସ ସହ ଖେଳିପାରିବୁନି ।

ସରକାର ତ ତମ ମାନଙ୍କୁ ଦରମା ଦେଉଛି ପୁଣି ଲୋକମାନଙ୍କ ଠୁ ଲୁଟୁଛ !! ଲାଜ ଲାଗିବାକଥା ତମମାନଙ୍କୁ ।


To be continued…….


Promo: ( ସେ ବୁଢା ବାପାଙ୍କ ର କାମ ହେଇଗଲା ଆଉ ସନ୍ଧ୍ୟା ର ଦାଦା ଏ ସବୁକୁ ଦେଖୁଥାନ୍ତି , ପଢିବା next page ରେ…… )

                

କୁମାର ଙ୍କ Personal Diary ରୁ……..

Pages:

Page-75<<<<<<<<>>>>>>>>Page-77






Follow my Blog and find Smruti Tume Sradhanjali Part-76



Follow My Pages:- 

Thanks….

Facebook Comments

Put your Valuable feedback