Smruti Tume Sradhanjali (A true Story ) Page-78





ହଉ ମା ମୋତେ ଯିବାକୁ ହବ ସନ୍ଧ୍ୟା ହେଇଗଲେ ପୁଣି ଯାଇ ହବନି ।


ମା:- ହଉ ରୁହ କିଛି ଖାଇକି ତ ଯିବ ନା ଖାଲିରେ କେମିତି ଯିବ । ରୁହ ମୁଁ ସନ୍ଧ୍ୟା କୁ କହିଦଉଛି ସେ ତମ ପାଇଁ କିଛି କରିକି ଆଣିବ ।

କୁମାର:- ସେ ସବୁର କିଛି ଦରକାର ନାହିଁ ମା ଆମେ ସେଠୁ ଟିଫିନ୍ କରିକି ଆସିଛୁ ।
ମା:- ଠୀକ ଅଛି, ମୁଁ ସନ୍ଧ୍ୟା କୁ ଡାକିଦଉଛି ତାପରେ ଯିବ ।
ସନ୍ଧ୍ୟା:- ହଁ ତମେ ଏବେ ଚାଲିଯିବ ନା କଣ ??
କୁମାର:- ନାଇ ତମେ କହୁଛ ମାନେ ଆଜି ରାତିରେ ତମ ଘରେ ରହିଯିବି ଆଉ କଣ କରିବି ।
ସନ୍ଧ୍ୟା:- ସତରେ ନା କଣ ??
କୁମାର:- ଆଉ ଦୀପା କୁ ଆକାଶ ଘରେ ଛାଡିଦବା ହବନି । ସେମାନେ ବି ଟିକେ ରୋମାନ୍ସ କରିଥାନ୍ତେ ।
ଦୀପା:- ମୋ ବିଷୟରେ କଣ କଥା ହଉଛ ??
କୁମାର:- କିଛି ନାଇମ ନାନୀ ମୁଁ କଣ କହୁଥିଲି କି ତମେ ଆକାଶ ଘରେ ଆଜି ରାତିଟା ରହିଯାଅନ୍ତ ଆଉ ମୁଁ ସନ୍ଧ୍ୟା ଘରେ ରହିଯାନ୍ତି ।
ସନ୍ଧ୍ୟା:- Hello ମିଷ୍ଟର!!!  ରୋମିଓ ପଣିଆ ସେତିକି ଥାଉ । ସବୁବେଳେ ଖାଲି ଦୁଷ୍ଟ ଭଳି ହଉଛ ।
କୁମାର:- ତମ ପାଖରେ ରହିଲେ ମୁଁ ତ ବେଶି ଦୁଷ୍ଟ ହେଇଯାଉଛି ।

To be continued…….


Promo: ( ରାସ୍ତାରେ ଦୀପା ଆଉ କୁମାର ର କିଛି କଥାବାର୍ତ୍ତା କୁ , ପଢିବା next page ରେ…… )

                

କୁମାର ଙ୍କ Personal Diary ରୁ……..

Pages:






Follow my Blog and find Smruti Tume Sradhanjali Part-78



Follow My Pages:- 

Thanks….

Leave a Reply

Your email address will not be published. Required fields are marked *