Smruti Tume Sradhanjali (A true Story ) Page-79

Smruti_tume_sradhanjali_in_odia_by_kumars_diary_part_79



ଦୀପା:- ଭାଇ ସେତିକି ଦୁଷ୍ଟ ହୁଅ ଆଉ ଭାଉଜ କୁ ଛାଡ଼ ଚାଲ ଆମେ ଏଥର ଯିବା ।

କୁମାର:- ହଉ ଯିବା ଚାଲ ସନ୍ଧ୍ୟା ଆମେ ଯାଉଛୁ ହେଲା ।

 ଗାଡିର ଚାବିଟା ଦିଅ ହାତରେ ମୋଡ଼ିକି ଯିବିନା କଣ ??

ସନ୍ଧ୍ୟା:- ରୁହ ଆଣୁଛି, ଚାବି ନିଅ ଆଉ ଶୁଣ ବେଶି ଜୋରରେ ଗାଡି ଚଲେଇବନି ଦେଖିକି ଯିବ ।

କୁମାର:- ହଁ ମୋର ବାୟାଣୀ… ମୁଁ ଦେଖିକି ଯିବି ହେଲା ।

ହଁ ଶୁଣ ସକାଳୁ ଟିଉସନ ଆକାଶ ସହ ଚାଲିଆସିବ ହେଲା ।

ମା, ଖୁଡି, ଦାଦା, ଜେଜେମା, ଜେଜେବାପା ଆଉ ଗୁଡୁ, ଗୁଡିକି କହିଦବ ମୁଁ ଆସୁଛି ।

ସନ୍ଧ୍ୟା:- Ok ବାବା ସମସ୍ତଙ୍କୁ କହିଦେବି ହେଲା ।

କୁମାର:- Ok bye । ନାନୀ ଗାଡି ରେ ବସ, ଯିବା ପରା ।

ତାପରେ କୁମାର  ଆଉ ଦୀପା ଚାଲିଗଲେ ।
(ରାସ୍ତାରେ)

ଦୀପା:- କୁମାର ଗୋଟେ କଥା ପଚାରିବି ? ତମେ ସତ କହିବ ହେଲା । ତମେ ତ ସନ୍ଧ୍ୟା ଉପରେ ଏତେ ରାଗୁଥିଲ ହଠାତ କେମିତି ଭଲପାଇଗଲ ।

କୁମାର:- ମୁଁ ସିନା ସନ୍ଧ୍ୟା ଉପରେ ରାଗୁଥିଲି , ହେଲେ ଭିତରେ ମୋର ସନ୍ଧ୍ୟା ପାଇଁ ଭଲପାଇବା ଥିଲା । 

ତାକୁ ମୁଁ ଯେବେ ପ୍ରଥମ ଥର ଦେଖିଥିଲି ସେବେଠୁ ତାକୁ ଭଲପାଇ ବସିଥିଲି ହେଲେ କାହିଁକି କେଜାଣି କହିବାକୁ ଡର ଲାଗୁଥିଲା ।



To be continued…….


Promo: ( ରାସ୍ତାରେ ଦୀପା  କୁ marriage ବିଷୟରେ ପଚାରେ କୁମାର !! , ପଢିବା next page ରେ…… )

                

କୁମାର ଙ୍କ Personal Diary ରୁ……..

Pages:





Follow my Blog and find Smruti Tume Sradhanjali Part-79



Follow My Pages:- 

Thanks….

Put your Valuable feedback