Smruti_tume_sradhanjali_in_odia_by_kumars_diary_part_79
ଦୀପା:- ଭାଇ ସେତିକି ଦୁଷ୍ଟ ହୁଅ ଆଉ ଭାଉଜ କୁ ଛାଡ଼ ଚାଲ ଆମେ ଏଥର ଯିବା ।
କୁମାର:- ହଉ ଯିବା ଚାଲ ସନ୍ଧ୍ୟା ଆମେ ଯାଉଛୁ ହେଲା ।
ଗାଡିର ଚାବିଟା ଦିଅ ହାତରେ ମୋଡ଼ିକି ଯିବିନା କଣ ??
ସନ୍ଧ୍ୟା:- ରୁହ ଆଣୁଛି, ଚାବି ନିଅ ଆଉ ଶୁଣ ବେଶି ଜୋରରେ ଗାଡି ଚଲେଇବନି ଦେଖିକି ଯିବ ।
କୁମାର:- ହଁ ମୋର ବାୟାଣୀ… ମୁଁ ଦେଖିକି ଯିବି ହେଲା ।
ହଁ ଶୁଣ ସକାଳୁ ଟିଉସନ ଆକାଶ ସହ ଚାଲିଆସିବ ହେଲା ।
ମା, ଖୁଡି, ଦାଦା, ଜେଜେମା, ଜେଜେବାପା ଆଉ ଗୁଡୁ, ଗୁଡିକି କହିଦବ ମୁଁ ଆସୁଛି ।
ସନ୍ଧ୍ୟା:- Ok ବାବା ସମସ୍ତଙ୍କୁ କହିଦେବି ହେଲା ।
କୁମାର:- Ok bye । ନାନୀ ଗାଡି ରେ ବସ, ଯିବା ପରା ।
ତାପରେ କୁମାର ଆଉ ଦୀପା ଚାଲିଗଲେ ।
(ରାସ୍ତାରେ)
ଦୀପା:- କୁମାର ଗୋଟେ କଥା ପଚାରିବି ? ତମେ ସତ କହିବ ହେଲା । ତମେ ତ ସନ୍ଧ୍ୟା ଉପରେ ଏତେ ରାଗୁଥିଲ ହଠାତ କେମିତି ଭଲପାଇଗଲ ।
କୁମାର:- ମୁଁ ସିନା ସନ୍ଧ୍ୟା ଉପରେ ରାଗୁଥିଲି , ହେଲେ ଭିତରେ ମୋର ସନ୍ଧ୍ୟା ପାଇଁ ଭଲପାଇବା ଥିଲା ।
ତାକୁ ମୁଁ ଯେବେ ପ୍ରଥମ ଥର ଦେଖିଥିଲି ସେବେଠୁ ତାକୁ ଭଲପାଇ ବସିଥିଲି ହେଲେ କାହିଁକି କେଜାଣି କହିବାକୁ ଡର ଲାଗୁଥିଲା ।
To be continued…….
Promo: ( ରାସ୍ତାରେ ଦୀପା କୁ marriage ବିଷୟରେ ପଚାରେ କୁମାର !! , ପଢିବା next page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-79
Follow My Pages:-
Thanks….
Facebook Comments