Smruti Tume Sradhanjali (A true Story ) Page-81



କୁମାର:- ଏଇଟା ତାହାଲେ ତମ ଘର ବହୁତ ସୁନ୍ଦର ହେଇଛି।

 ହଉ ତମ ଘର ଆସିଗଲା । ଏଥର ମୋତେ ବି ଯିବାକୁ ଦିଅ ।

ଦୀପା:- ଘର ଭିତରକୁ ତ ଆସ ତାପରେ ଯିବ ।

କୁମାର:- ସନ୍ଧ୍ୟା ହେଇଗଲଣି ଆଉ କେବେ ଯିବି । 

ହଁ କଲି ତ ଆସିବାକୁ ହବନା ପାର୍ଟି ଅଛି ଆସିଲେ ତମ ଘର ଆଡ଼େ ବୁଲିକି ଯିବି । Ok ଏବେ ଆସୁଛି ।

ଦୀପା:- ଠିକ ଆଛି ଯାହା ତମ ଇଚ୍ଛା Ok Take Care …. bye .

କୁମାର:- Ok bye .

ତାପରେ କୁମାର ଘରକୁ ଗଲା ଘରେ ଖାଇ ପି ରାତିରେ ଶୋଇଲା ତା ପର ଦିନ ବାହାରିଲା ଟିଉସନ ରାସ୍ତାରେ ଆସିବା ସମୟରେ ସନ୍ଧ୍ୟାର Call ଆସିଲା ।

କୁମାର:- ହଁ ସନ୍ଧ୍ୟା କୁହ ଟିଉସନ ଆସିଲଣି କି ?? ମୁଁ ଏବେ ଅଧା ରାସ୍ତାରେ ଅଛି ।

ସନ୍ଧ୍ୟା:- ମୁଁ ବି ଏବେ ବାହାରୁଛି ଆକାଶ ଘରକୁ ଯାଉଛି ।

କୁମାର:- ଶୁଣ ଘରେ କହିକି ଆସିବ ଆସିଲା ବେଳେ ଟିକେ ଲେଟ ହେବ । 

ଗୋଟେ କଥା ଶୁଣ  ଆକାଶ ଘରେ ପାର୍ଟି ହବନି ତା ବାବା ବୋଉ ବାହାରକୁ ଯିବେନି  ବିକ୍ରମ ଘରେ କରିବା Ok ସମସ୍ତ ଙ୍କୁ କହିଦଉଛି । ହଉ ଠିକ ଅଛି ଜଲଦି ଆସ । bye 

ତାପରେ ସମସ୍ତେ ଆସି ଟିଉସନ ରେ ପହଞ୍ଚିଲେ ଟିଉସନ ସରିବା ପରେ ସମସ୍ତେ ଆସି ଗୋଟେ ଜାଗାରେ ମିଶିଲେ ।


To be continued…….


Promo: (ପାର୍ଟି ରେ କାଜଲ ଆସିନଥିଲା, କୁମାର କାଜଲ କୁ ଆଣିବାକୁ ଯାଉଛି, ଦେଖାଯାଉ କାଜଲ ଘରେ ଛାଡୁଛନ୍ତି କି ନାହିଁ  , ପଢିବା next page ରେ…… )

                

କୁମାର ଙ୍କ Personal Diary ରୁ……..

Pages:






Follow my Blog and find Smruti Tume Sradhanjali Part-81



Follow My Pages:- 

Thanks….

Facebook Comments

Put your Valuable feedback