Smruti Tume Sradhanjali (A true Story ) Page-82





ଆକାଶ:- କୁମାର ସମସ୍ତଙ୍କୁ କହିଦେଇଛୁ ତ ? ଆମ ଘରେ ପାର୍ଟି ହବନି ବୋଲି ।

କୁମାର:- କେତେବେଳେ କହିଲି ଆଉ ଏବେ କହିଦଉଛି, ସମସ୍ତେ ଶୁଣ !! ବିକ୍ରମ ଘରେ ପାର୍ଟି ହବ, ଠିକ ଅଛି !! ସେଠିକି ଚାଲ ସମସ୍ତେ ।

 ଆମେ ସବୁ ଜିନିଷ ନେଇ ପହଞ୍ଚିବୁ ହେଲା । 

ଆଚ୍ଛା !!!  ନାନୀମାନେ ସମସ୍ତେ ତ ଆସିଛ, କାଜଲ ନାନୀ କୁଆଡେ ଗଲେକି ??  

ନାରାୟଣ System କୁଆଡେ ଗଲା ।

ନାରାୟଣ:- କହନା କାଲି ଆମେ ଯୋଉ ସବୁ ମଜା କରୁଥିଲେ ନା ??? ସେଠି ତାଙ୍କ ଘର ପାଖରେ କେହି ଗୋଟେ ଲୋକ ଦେଖି ଦେଇ ତାଙ୍କ ଘରେ ଆସିକି କହିଦେଇଥିଲେ । ସେଥିପାଇଁ ସେ ଘରେ ବହୁତ ଗାଳି ଶୁଣିଲା । ଆଜି  ଟିଉସନ ବି ଆସିନି ।

କୁମାର:- ଚାଲ ଯିବା ତାଙ୍କ ଘରକୁ ତାକୁ ନେଇକି ଆସିବା ।

ନାରାୟଣ:- ଆରେ ନାହିଁ !! ତାଙ୍କ ଘର ଲୋକଙ୍କୁ ତୁ ଜାଣିନୁ, ଖାସ୍ କରି ତା ଭାଇକୁ… ସେ ଆମ କଥା ସବୁ ଜାଣିଦେଇଛି, ସେଥିପାଇଁ ମୁଁ ଆଉ ତାଙ୍କ ଘରକୁ ଯାଇପାରୁନି ।

କୁମାର:- ଏଇ କଥା ତ,, ଚାଲ ମୁଁ ସବୁ ଠିକ୍ କରିଦେବି । ନା କଣ  ସାଙ୍ଗମାନେ ?? ମୁଁ ଠିକ୍ କହିଲି ନା?? 

ଆରେ କୁହ ?? ସମସ୍ତେ ମୋ ମୁହଁ କୁ କଣ ଚାହୁଁଛ ??

ସମସ୍ତେ କହିଲେ ତମେ ଠିକ୍ କହିଛ, ତମେ ଯାଅ ନେଇକି ଆସ । All The Best .

କୁମାର:- ସନ୍ଧ୍ୟା ଏଠି ଟିକେ ରୁହ, ମୁଁ ଯାଉଛି ତାକୁ ନେଇକି ଆସୁଛି । ଚାଲ ନାରାୟଣ ଯିବା ।
To be continued…….


Promo: ( କାଜଲ ର ଭାଇ ନାରାୟଣ କୁ ଦେଖି ରାଗିଗଲା, ଆଉ ସେଠି କୁମାର ମଧ୍ୟ ଉପସ୍ଥିତ ଥିଲା,  ଆଗକୁ କଣ ହେଉଛି  , ପଢିବା next page ରେ…… )

                

କୁମାର ଙ୍କ Personal Diary ରୁ……..

Pages:






Follow my Blog and find Smruti Tume Sradhanjali Part-82



Follow My Pages:- 

Thanks….

Put your Valuable feedback