ନାରାୟଣ:- ସେଠି ଯାହା ହବ ତୁ ସମ୍ଭାଳିବୁ ହେଲା ।
କୁମାର:- ଆରେ ତୁ କାହିଁକି ବ୍ୟସ୍ତ ହଉଛୁ ମୁଁ ଅଛି ନା ।
ଆଚ୍ଛା !! ମୋତେ ଗୋଟେ କଥା କହ ତା ଭାଇ କାହାକୁ Love କରୁଛି କି ??
ନାରାୟଣ:- ହଁ ସେ ତାଙ୍କ ସାହିର ଗୋଟେ ଝିଅକୁ Love କରୁଛି । ତା ନାଁ ସୁମିତ୍ରା, ହେଲେ Love Success ହବନି ।
କୁମାର:- ତାହାଲେ ତ କଥା ଟା ଆଉରି ସହଜ ହେଇଗଲା । ଦେଖ ମୁଁ କଣ କରୁଛି ।
ନାରାୟଣ:- ଏଠି ରଖ ତା ଘର ଏଇଟା ।
କାଜଲ ଛାତ ଉପରେ ଥିଲା ନାରାୟଣ ଆଉ କୁମାର ଦେଖି ତର ତର ହେଇ ପଚାରିଲା ।
କାଜଲ:- ତମେ ଏଠି କଣ କରୁଛ ଭାଇ ଯଦି ଦେଖିବ କଣ ହବ ?? ଯାଅ ଏଠୁ ।
କୁମାର:- କିଛି ହବନି ତମେ ତଳକୁ ଆସ ଆମେ ଘର ଭିତରକୁ ଯାଉଛୁ ।
ନାରାୟଣ ଆଉ କୁମାର ଘର ଭିତରକୁ ଗଲେ ନାରାୟଣ ପୁରା ଡରୁଥାଏ କାଳେ କିଛି ଆସୁବିଧା ହେଇଯିବ ।
କାଜଲର ଭାଇ ଆସି ପହଞ୍ଚିଲା । ତା ବାପା ଘରେ ନଥିଲେ କିନ୍ତୁ କାଜଲ ର ମା ନାରାୟଣ କୁ ପସନ୍ଦ କରୁଥିଲେ । କାଜଲ ଭାଇ ନାରାୟଣ କୁ ଦେଖି ପଚାରିଲେ ।
କାଜଲ ର ଭାଇ:- ତୁ ଏଠି କଣ କରୁଛୁ ?? ତୋତେ ପରା ମନା କରିଥିଲି ଆମ ଘରକୁ ଆସିବୁନି ପୁଣି କାହିଁକି ଆସିଛୁ ।
କୁମାର:- ଭାଇ ସେ ଆସିନି ମୁଁ ତାକୁ ଡାକିଛି ।
ତମ ଘର ମୁଁ ଦେଖିନଥିଲି ତ ସେଥିପାଇଁ ତାକୁ ଡାକିଛି । ତମ ସହ ମୋର କିଛି କଥା ଅଛି ।
ଚାଲ କୋଉଠି ଏକୁଟିଆ କଥା ହବା ।
ଦୁହେଁ ମିଶିକି ଛାତ ଉପରକୁ ଗଲେ ।
To be continued…….
Promo: (କୁମାର କାଜଲ ର ଭାଇ କୁ Love ରେ sucess ହେବାର ଗୁରୁ ଜ୍ଞାନ ଦିଏ , ପଢିବା next page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-83
Follow My Pages:-
Thanks….