Smruti Tume Sradhanjali (A true Story ) Page-83


ନାରାୟଣ:- ସେଠି ଯାହା ହବ ତୁ ସମ୍ଭାଳିବୁ ହେଲା ।

କୁମାର:- ଆରେ ତୁ କାହିଁକି ବ୍ୟସ୍ତ ହଉଛୁ ମୁଁ ଅଛି ନା ।

ଆଚ୍ଛା !! ମୋତେ ଗୋଟେ କଥା କହ ତା ଭାଇ କାହାକୁ Love କରୁଛି କି ?? 

ନାରାୟଣ:- ହଁ ସେ ତାଙ୍କ ସାହିର ଗୋଟେ ଝିଅକୁ Love କରୁଛି । ତା ନାଁ ସୁମିତ୍ରା, ହେଲେ Love Success ହବନି ।

କୁମାର:- ତାହାଲେ ତ କଥା ଟା ଆଉରି ସହଜ ହେଇଗଲା । ଦେଖ ମୁଁ କଣ କରୁଛି ।

ନାରାୟଣ:- ଏଠି ରଖ ତା ଘର ଏଇଟା ।

କାଜଲ ଛାତ ଉପରେ ଥିଲା ନାରାୟଣ ଆଉ କୁମାର ଦେଖି ତର ତର ହେଇ ପଚାରିଲା ।

କାଜଲ:- ତମେ ଏଠି କଣ କରୁଛ ଭାଇ ଯଦି ଦେଖିବ କଣ ହବ ?? ଯାଅ ଏଠୁ ।

କୁମାର:- କିଛି ହବନି ତମେ ତଳକୁ ଆସ ଆମେ ଘର ଭିତରକୁ ଯାଉଛୁ ।

ନାରାୟଣ ଆଉ କୁମାର ଘର ଭିତରକୁ ଗଲେ ନାରାୟଣ ପୁରା ଡରୁଥାଏ କାଳେ କିଛି ଆସୁବିଧା ହେଇଯିବ ।

କାଜଲର ଭାଇ ଆସି ପହଞ୍ଚିଲା । ତା ବାପା ଘରେ ନଥିଲେ କିନ୍ତୁ କାଜଲ ର ମା ନାରାୟଣ କୁ ପସନ୍ଦ କରୁଥିଲେ । କାଜଲ ଭାଇ ନାରାୟଣ କୁ ଦେଖି ପଚାରିଲେ ।

କାଜଲ ର ଭାଇ:- ତୁ ଏଠି କଣ କରୁଛୁ ?? ତୋତେ ପରା ମନା କରିଥିଲି ଆମ ଘରକୁ ଆସିବୁନି ପୁଣି କାହିଁକି ଆସିଛୁ ।

କୁମାର:- ଭାଇ ସେ ଆସିନି ମୁଁ ତାକୁ ଡାକିଛି ।

 ତମ ଘର ମୁଁ ଦେଖିନଥିଲି ତ ସେଥିପାଇଁ ତାକୁ ଡାକିଛି । ତମ ସହ ମୋର କିଛି କଥା ଅଛି । 

ଚାଲ କୋଉଠି ଏକୁଟିଆ କଥା ହବା ।

ଦୁହେଁ ମିଶିକି ଛାତ ଉପରକୁ ଗଲେ ।
To be continued…….

Promo: (କୁମାର କାଜଲ ର ଭାଇ କୁ Love ରେ sucess ହେବାର ଗୁରୁ ଜ୍ଞାନ ଦିଏ , ପଢିବା next page ରେ…… )

                
କୁମାର ଙ୍କ Personal Diary ରୁ……..

Pages:





Follow my Blog and find Smruti Tume Sradhanjali Part-83



Follow My Pages:- 

Thanks….

Put your Valuable feedback