କାଜଲ ର ଭାଇ:- କଣ କଥା ଅଛି କୁହ ??
କୁମାର:- ସୁମିତ୍ରା କୁ ତମେ କେବେଠୁ ଜାଣିଛ ??
ଭାଇ:- ସୁମିତ୍ରା କୁ ତମେ କେମିତି ଜାଣିଲ । ତମେ କିଏ ?? ଆଗ କହିଲ ।
କୁମାର:- ସୁମିତ୍ରା ହେଉଛି, ମୋ ସାଙ୍ଗର ଭଉଣୀ !!
ହଠାତ ସୁମିତ୍ରା ର ଭାଇ ଟେନସନ ହେଇଗଲା ।
ଟେନସନ ହୁଅନି ମୁଁ କାହାକୁ କିଛି ବି କହିବିନି । ମୁଁ ଜାଣିଛି ତମେ ତାକୁ Love କରୁଛ, ହେଲେ ସେ ତମକୁ Love କରୁନି ।
ହେଲେ ବି ତମେ ତାକୁ Love କରୁଛ ହେଲେ ମୋ ସାଙ୍ଗ କୋଉ ଭୁଲଟା କରିଦେଇଛି ଯେ ତାକୁ ଏମିତି ବ୍ୟବହାର କରୁଛ ।
ଆରେ ଭାଇ ଦୁନିଆରେ ସମସ୍ତେ Love କରୁଛନ୍ତି । ସେ ଭିତରୁ ତମେ ଜଣେ ଆଉ ମୋ ସାଙ୍ଗ ଜଣେ । ମୁଁ ଯଦି ଚାହିଁବି ତାହାଲେ ସୁମିତ୍ରାକୁ ତମେ କେବେବି Love କରିପାରିବନି ।
ଭାଇ:- Please ସେମିତି କିଛି ବି କରନି ତା ବିନା ମୁଁ ମରିଯିବି ।
କୁମାର:- ତାହାଲେ ମୁଁ ଯାହା କହିବି କରିବ ।
ଭାଇ:- ତମେ ଯାହା କହିବ, ମୁଁ ସବୁ କରିବି ।
କୁମାର:- ଆରେ ଭାଇ ତମେ ଯେମିତି Love କରୁଛ ସେମିତି ତମ ଭଉଣୀକୁ ମଧ୍ୟ Freedom ଦିଅ, ଏମିତି ହିଟଲର ଭଳିଆ କଣ ହଉଛ ।
ମୁଁ ତମ Love କୁ ତମ ପାଖରେ ଆଜି ପହଞ୍ଚେଇବି ।
Thanks….
Facebook Comments