Smruti Tume Sradhanjali (A true Story ) Page-85

ଆଜି ମୋର ଗୋଟେ ବହୁତ ଖୁସିର ଦିନ ସମସ୍ତେ ସେଠି କାଜଲ ପାଇଁ ଆପେକ୍ଷା କରିଛନ୍ତି । 

ସେଥିପାଇଁ ମୁଁ କାଜଲକୁ ନବା ପାଇଁ ଆସିଛି ଆମ ସହିତ କାଜଲକୁ ଛାଡ଼ । 

ନାରାୟଣ ଗୋଟେ ଭଲ ପିଲା ସେ ସବୁବେଳେ କାଜଲକୁ ଖୁସିରେ ରଖିବ ।

ଭାଇ:-ତମେ ଠିକ କହିଛ !! ମୁଁ ମୋ ଖୁସି ହିଁ ସବୁବେଳେ ଦେଖୁଛି । 

ଆମ ଘରେ ବି ନାରାୟଣ କୁ ପସନ୍ଦ କରନ୍ତି ଖାଲି ମୁଁ ଯାହା ତାକୁ ବୁଝିପାରିନି । 

ତମେ ମୋ ଆଖି ଖୋଲିଦେଇଛ, ମୋ କଥା ଟିକେ ବୁଝିବ ଭାଇ । ଚାଲ ମୁଁ କାଜଲକୁ କହିଦେବୀ ସେ ତମ ସହ ଯିବ ।

ତାପରେ ତା ଭାଇ ଆସି କାଜଲକୁ ଡାକିଲେ ।

ଭାଇ:-କାଜଲ ଦେଖିବୁ ଆସେ ତୋ ସାଙ୍ଗମାନେ ଆସିଛନ୍ତି ।

ହଠାତ ଏତେ ସେହ୍ନରେ ଭାଇ ଡାକିବାର ଦେଖି  କାଜଲ ଆଶ୍ଚର୍ଯ୍ୟ ହେଇଗଲା । ହେଲେ ଡରି ଡରି ପାଖକୁ ଆସିଲା ।

କାଜଲ:- ହଁ ଭାଇ କଣ ହେଲା ??

ଭାଇ:- ମୋତେ ଦେଖି ଏମିତି ଡରୁଛୁ କଣ ?? ମୁଁ ତୋ ଭାଇ !! ମୁଁ ଆଉ ଆଗ ଭଳି ନାହିଁ । 

କୁମାର ପାଇଁ ଆଜି ମୋ ଆଖି ଖୋଲିଯାଇଛି । ତୋ ଭଲପାଇବାକୁ ବି ମୁଁ ବୁଝିପାରିଲିନି । ମୋତେ କ୍ଷମା କରିଦବୁ ।

କାଜଲ:- ସେମିତି କୁହନି ଭାଇ ତମେ ଯାହା କହୁଛ ମୋ ଭଲ ପାଇଁ ହିଁ କହୁଛ ।



To be continued…….


Promo: (ଭାଇ ତାଙ୍କ ଭୁଲ ବୁଝି ପାରିଲେ , ପଢିବା next page ରେ…… )

                
କୁମାର ଙ୍କ Personal Diary ରୁ……..

Pages:




Follow my Blog and find Smruti Tume Sradhanjali Part-85



Follow My Pages:- 

Thanks….

Leave a Reply

Your email address will not be published. Required fields are marked *