କୁମାର:- ତାହାଲେ ତ ଆଉରି ସହଜ ହେଇଗଲା ।
ଠିକ୍ ଅଛି ତମମାନେ ସେଥିପାଇଁ ଟେନସନ ହେବା ଦରକାର ନାହିଁ, ସେ ସବୁ ମୋ ଉପରେ ଛାଡିଦିଅ ।
ସନ୍ଧ୍ୟା:- ହେଲେ, କୁମାର ମତେ ଭାରି ଡ଼ରଲାଗୁଛି ।
କୁମାର:- don’t worry baby ତମେ ଏତେ ଟେନସନ ହୁଅନି, ତମେ ମୋ ସହ ଯେତେ ଯାଏ ଅଛ ମୁଁ ସବୁ କାମରେ ଆଗକୁ ଯିବି ।
ଏବେ ଚାଲ ଯିବା ରୋଷେଇ କାମ ବି ବାକି ଅଛି ସେ ସବୁ ସାରିବାକୁ ପଡିବ ।
ସନ୍ଧ୍ୟା:- ତମେ କାଇଁ ରୋଷେଇ କରିବ ?? ଆମେ ସମସ୍ତେ ଅଛୁନା ତମ ନାନୀ ମାନେ ଆଉ ମୁଁ ମିଶିକି ରୋଷେଇ କାମ ସାରିଦବୁ ହେଲା ।
ସନ୍ଧ୍ୟାକୁ ଧିରେ ଧିରେ କହୁଥାଏ ।
କୁମାର:- ତମେ କଥାଟାକୁ ଟିକେ ବୁଝ, ଆମେ ଦୁଇଜଣ ମିଶିକି ରୋଷେଇ କରିବା ।
ଆଉ ସେମାନଙ୍କୁ ଛାଡିଦବା Enjoy କରିବାକୁ ଆଉ ଏମିତିକା ରୋମାଣ୍ଟିକ ମୁଡରେ ଆମେ ଦୁଇଜଣ ରୋଷେଇ ରୁମରେ ଟିକେ ରୋମାନ୍ସ କରିଥାନ୍ତେ ।
ସନ୍ଧ୍ୟା:- ସତରେ ନା କଣ ??
ମୋ ଗେଲୁ ଏତିକି ଭାବିବା ବନ୍ଦ କର, ଯାଅ ତମ ଲୋଫର ସାଙ୍ଗମାନଙ୍କ ସହ ପାର୍ଟି କର ଯାଅ ।
ସବୁ ନାନୀମାନେ କହିଲେ କି ଯାଅ ବେସି ରୋମାଣ୍ଟିକ ହୁଅନି ।
ତମକୁ ଦେଖିଲେ ସେମାନେ ବି ସମସ୍ତେ ରୋମାଣ୍ଟିକ ହେଇଯିବେ ।
ଯାଅ ତମେ ପାର୍ଟି କର Okay ଚାଲ, ସନ୍ଧ୍ୟା ଆମେ ରୋଷେଇ କରିବା ।
ଏମିତି କହି ସମସ୍ତେ ନାନୀମାନେ ସନ୍ଧ୍ୟା ସହ ରୋଷେଇ କରିବାକୁ ଚାଲିଗଲେ ।
ସେପଟେ କୁମାର ତା ସାଙ୍ଗମାନଙ୍କ ସହ ପାର୍ଟି କରିବାର ଲାଗିଗଲେ ।
ସମସ୍ତେ ବିଅର ପିଇବାରେ ଲାଗିଛନ୍ତି, ଏ ସମୟରେ ସନ୍ଧ୍ୟା ଆସି କୁମାର ପାଖରେ ପହଞ୍ଚି ଯାଇଥାଏ ।
To be continued…….
Promo: (Promo: କୁମାର ସମସ୍ତଙ୍କୁ Paneer Khurma କେମିତି କରାଯାଏ ଶିଖାଏ ।, ପଢିବା next page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-88
Follow My Pages:-
Thanks….
Facebook Comments