Smruti Tume Sradhanjali (A true Story ) Page-90

କୁମାର ଆଉ ତା ସାଙ୍ଗମାନେ କହିଲେ-
ଆମେ ଏବେ ବାହା ହେଇନାହାନ୍ତି ନା, ବାହାଘର ପରେ ଆମେ ଆଗ ଖାଇବୁ ତାପରେ ତମେ ଖାଇବ ଏବେ ଆସ ମିଶିକି ଖାଇବା ।

ସମସ୍ତେ ମିଶିକି ଖାଇସାରିବା ପରେ ଘର ସଫା ସୁତୁରା କରି, ଯିଏ ଯା ଘରକୁ ଯିବା ପାଇଁ ବାହାରିଲେ । 

ଏମିତି ହସ ଖୁସିରେ ସବୁସାଙ୍ଗ ଆଉ ସନ୍ଧ୍ୟା ଏବଂ କୁମାରଙ୍କ ଦିନ ଅତି ବାହିତ ହେବାରେ ଲାଗିଥାଏ ।

କିଛି ଦିନ ପରେ ……

ଏଇ କିଛି ଦିନ ଭିତରେ ଟିକେ ପରିବର୍ତ୍ତନ ପରିବେଶ ଦେଖା ଦେଇଥିଲା ।

ସବୁ କିଛି ଅଲଗା ଅଲଗା ଲାଗୁଥିଲା,

ସନ୍ଧ୍ୟା କିଛି ଦିନ ହବ କଲେଜ କି ଟିଉସନ ଆସୁନଥାଏ ଏପଟେ ସନ୍ଧ୍ୟା, କୁମାର ପାଖକୁ Call କଲେ ବି ଲାଗୁନଥାଏ ।

କୁମାର’ ପୁରା ବ୍ୟସ୍ତ ହୋଇଯାଉଥାଏ, କୁମାର ର ସାଙ୍ଗମାନେ ବି ସନ୍ଧ୍ୟାକୁ Call କରୁଥାନ୍ତି ହେଲେ ଲାଗୁନଥାଏ ।

ଆକାଶ ବି ଗାଁରେ ନଥାଏ ସେ ଗୁଜୁରାଟ ପଳେଇଯାଇଥାଏ ।

ଏମିତି ପ୍ରାୟ ଗୋଟେ ମାସ ପର୍ଯ୍ୟନ୍ତ ରହିଲା ପରେ ଦିନେ କୁମାର ଶୋଇଥାଏ ।

ରାତ୍ର ପ୍ରାୟ 11: 30 ହୋଇଥାଏ, ହଠାତ୍ କୁମାର ର Call ଆସିଲା ।

ଦେଖିଲାବେଳେ ସନ୍ଧ୍ୟାର Call ଆସିଥାଏ ।

 ସେ ବ୍ୟସ୍ତ ହୋଇଯାଇଥିଲା, ଘରେ କେହି ଶୁଣିବେ ଭାବି କାହାକୁ କିଛି ନକହି ସାଇକେଲ ଧରି ତାଙ୍କ ଗାଁର ମନ୍ଦିର ଆଡେ ଚାଲିଲା, Call ଟି କଟି ଯାଇଥିଲା ପୁଣି ସନ୍ଧ୍ୟା ର Call ଆସିଲା ।
To be continued…….


Promo: (ସନ୍ଧ୍ୟା ର କାନ୍ଦ ଶୁଣି କୁମାର ଅଧର୍ଯ୍ୟ ହୋଇଯାଏ।, ପଢିବା next page ରେ…… )

                

କୁମାର ଙ୍କ Personal Diary ରୁ……..

Pages:






Follow my Blog and find Smruti Tume Sradhanjali Part-90



Follow My Pages:- 

Thanks….

Put your Valuable feedback