Smruti Tume Sradhanjali (A true Story ) Page-96


ବୋଉ ଆମ କଥା ବି ଅଜାଙ୍କୁ କହିସାରିଛି, ସେ ଦିନଠୁ ବୋଉ ଭଲ ସେ ଖାଉନି କି ଶୋଉନି । 

ଦାଦା ଟଙ୍କା ପାଇଁ ମୋ ବାବାଙ୍କୁ ମାରିବା କଥା ଶୁଣିବା ଦିନଠୁ ଭାଙ୍ଗି ପଡିଛି ।

 ମୋତେ ଖାଲି ଏତିକି ଡର ଲାଗୁଛି, କି ମୋତେ ତମ ପାଖରୁ କିଏ ଅଲଗା ନ କରୁ, ମୁଁ ତମ ପାଖରୁ ଅଲଗା ହବାକୁ ଚାହୁଁନି । 

ମୁଁ ତମକୁ ଛାଡି ବଞ୍ଚି ପାରିବିନି । ତମେ କିଛି କର କୁମାର !! ନହଲେ ଦାଦା ମୋତେ ବି ମାରିଦେବେ ।

କୁମାର:- କଣ ଆଉ କହିବି!! ତମକୁ ଛାଡି ମୁଁ ବି ବଞ୍ଚି ପାରିବିନି, ହେଲେ ମୋ ଠୁ ତମକୁ ଅଲଗା ହବାକୁ ପଡିବ ।

କାହିଁକି ନା ତମକୁ ସେମାନେ ଯଦି ମାରିଦେବେ, ତେବେ ମୁଁ ସବୁଦିନ ପାଈଁ ତମକୁ ହରେଇଦେବି ।

 ଯଦି ତମେ ମୋଠୁ ଅଲଗା ହେଇ ତାଙ୍କୁ ବାହା ହେଇଯାଅ ତାହାଲେ ମୁଁ ତମକୁ ପାଇପାରିବିନି ସିନା ହେଲେ ତମକୁ ଦୂରରୁ ବି ଦେଖିପାରିବିନା, ସେଇଟା ହିଁ ମୋ ଭଲପାଇବା । 

ସମସ୍ତଙ୍କୁ… ସମସ୍ତଙ୍କ ପ୍ରେମ ମିଳିନଥାଏ, ମୁଁ ବି ସେମିତି ଭାବି ଭୁଲିବାକୁ ଚେଷ୍ଟା କରିବି । 

Please ମୋତେ ଭୁଲିଯାଅ ଆଉ ସମୀରକୁ ବାହା ହେଇକି ଖୁସିରେ ରୁହ । ତମେ ଖୁସିରେ ରହିଲେ ମୁଁ ବହୁତ ଖୁସି ହେବି ।

ସନ୍ଧ୍ୟା:- ତମକୁ ଛାଡିକି ମୁଁ କେମିତି ବଞ୍ଚିବି । ତମେ ପୁଣି କହୁଛ ତମକୁ ଛାଡି ସମୀରକୁ  ବାହାହେବି ।

କୁମାର:- ସନ୍ଧ୍ୟା ମୁଁ କଣ ବା କରିପାରିବି । ଏବେ ପୁଣି ମୋ ବୟସ କେତେ ଯେ ମୁଁ ତମକୁ ଏବେ ବାହା ହେଇପାରିବି ।

ତାପରେ ତମେ ତ ଜାଣିଛ ମୋ ଘର କଥା ମୁଁ ଆଉ କଣ କରିପାରିବି ।


Advertisements
To be continued…….


Promo: ( କୁମାର ସନ୍ଧ୍ୟା ସହ କଥାବାର୍ତ୍ତା ଆଉ ଦେଖା କରିବା କମ୍ କରିଦେଲା,ସନ୍ଧ୍ୟା ପୁରା ପାଗଳୀ ହେବାକୁ ଲାଗିଥାଏ, ପଢିବା Next Page ରେ…… )

                
କୁମାର ଙ୍କ Personal Diary ରୁ……..

Pages:






Follow my Blog and find Smruti Tume Sradhanjali Part-96



Follow My Pages:- 

Thanks….

Smruti+tume+sradhanjali+in+odia+by+kumars+diary+part+96

Leave a Reply

Your email address will not be published. Required fields are marked *