କୁମାର ଓ ସନ୍ଧ୍ୟା ଯେମିତି ଯିବା ଆସିବା କରୁଥିଲେ ସେମିତି ଲାଗିରହିଲା ହସ ଖୁସିରେ ଦିନ କଟୁଥାଏ, ଏହା ଭିତରେ ଗୋଟେ ମାସ ବିତିଗଲା ।
ୟା ଭିତରେ 2nd year ବି ଆରମ୍ଭ ହେଇଯାଇଥାଏ । ସବୁସାଙ୍ଗ ମାନଙ୍କ Love କୁ ସନ୍ଧ୍ୟା ଆଉ କୁମାର ମିଶେଇ ଦେଇଥାନ୍ତି ଏବଂ ସେମାନଙ୍କର ବାହାଘର କଥା ବି Final କରେଇଦେଇଥାନ୍ତି ।
ଆପଣମାନେ ଭାବୁଥିବେ କି 2nd year ରେ କେମିତି ବାହାଘର କଥା ହେଇପାରିବ ।
କୁମାର ର ସାଙ୍ଗମାନେ Age ରେ ସମସ୍ତେ senior ଖାଲି କୁମାର Junior , ହେଲେ ସମସ୍ତେ କୁମାରକୁ ଭଲପାଆନ୍ତି ଆଉ ସବୁ କଥା Share କରନ୍ତି ।
ଦିନେ ସନ୍ଧ୍ୟା, କୁମାର ଆଉ ସାଙ୍ଗମାନେ ବସିକି କଥା ହେଉଥାନ୍ତି ।
ସନ୍ଧ୍ୟା:- କୁମାର !! ସମସ୍ତଙ୍କର ବାହାଘର ପାଇଁ କଥା ସରିଲା ।
ହେଲେ କେଶବ ଆଉ ସରିତାଙ୍କର ରହିଲା କେମିତି କରିବା ମୁଁ କିଛି ଭାବି ପାରୁନି ସରିତାଙ୍କ ବାବା ମାନୁନାହାନ୍ତି ।
କୁମାର:- ମୁଁ ବି ତ ସେୟା ଭାବୁଛି । କେମିତି ବି କରିବାକୁ ପଡିବ ଆଚ୍ଛା ସରିତା ତମେ ତମ ବାବାଙ୍କୁ ଆଉ ଥରେ ବୁଝାଅ ଦେଖିବା କଣ ହେଉଛି ।
ସରିତା:- ମୁଁ ବହୁତ ଥର ବୁଝେଇବାକୁ ଚେଷ୍ଟା କରିଛି, ହେଲେ ବାବା ଜମା ବୁଝୁନାହାନ୍ତି ।
ସେ କହୁଛନ୍ତି କେଶବ ଗୋଟେ ଭଲପିଲା ହେଲେ କଣ ହବ ।
ସେ ତୋତେ ଖୁସିରେ ରଖିପାରିବ ସେ ଭରସା ମୋର ହଉନି ।
ଯୋଉ ପିଲା ପାଠ ପଢିବାପାଇ ଦୋକାନ ରେ ରଖିକି ପାଠ ପଢୁଛି, ସେ ତୋତେ କେମିତି ଖୁସିରେ ରଖିବ ।
To be continued…….
Promo: ( ସରିତା ର ବାବା କଣ ବୁଝିବେ , ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-99
Follow My Pages:-
Thanks….
Smruti+tume+sradhanjali+in+odia+by+kumars+diary+part+99
Facebook Comments