କୁମାର:- ମୋତେ ଆପଣମାନେ ଶାନ୍ତନୁ ବୋଲି ଡାକିପାରିବେ ।
କାହିଁକିନା, ମୁଁ କାହାର ଦୁଃଖ ଦେଖିପାରେନା ।
ମା:- ମୁଁ ତ ତୋତେ ପୁଅ ଭଳି ଭାବିଛି, ମୋ ପୁଅ ମରିନି, ମୁଁ ତୋ ଭିତରେ ମୋ ପୁଅକୁ ଦେଖୁଛି ।
ଏଇ ତମେ ଶୁଣ (ବାବା ଙ୍କୁ) ତମେ ବି ୟା ଭିତରେ ଶାନ୍ତନୁକୁ ଦେଖୁଛ ନା ?
ୟାକୁ ଆମ ପାଖରେ ଆମରି ଘରେ ରଖିବା, ଆମର ତ ଆଉ କିଏ ନାହିଁ ନା ଆମେ ମଲା ପରେ ଆମକୁ ପାଣି କିଏ ଦବ ?
କୁମାର:-ଆପଣ ଏମିତି କାହିଁକି କହୁଛନ୍ତି, ମୁଁ ଆପଣଙ୍କ ସହିତ ସବୁବେଳେ ରହିବି । ମୋ ଭାଇ ସାଗର କୁ କିଛି କାମ ମିଳୁନି ତାକୁ ଯଦି ଆପଣ କିଛି କାମ ଯୋଗେଇଦିଅନ୍ତ ତାହାଲେ ମୁଁ ଆପଣଙ୍କ ପାଖରେ ଋଣୀ ହେଇ ରହିବି ।
ବାବା:- ତୁ ଏମିତି କଣ କହୁଛୁ ମୁଁ ତ ଏ ହୋଟେଲ ଆଉ ମୋ ଘର ସବୁ ତୋ ନାଁ ରେ କରିଦଉଛି । ଆମର ଏସବୁ କଣ ହବ ଆମେ ମରିବାପରେ ଏସବୁ ସରକାର ନେଇଯିବ । ସେଥିପାଇଁ ମୁଁ ତୋ ନାଁ ରେ କରିଦଉଛି ।
ତାପର ଦିନ ସକାଳୁ ବାବା ରେଜିଷ୍ଟର ଅଫିସ ଯାଇ ତାଙ୍କ ସବୁ ସମ୍ପତ୍ତି କୁମାର ନାମ ରେ କରିଦେଲେ।
ସାଗରକୁ ହୋଟେଲର ସବୁ ଦାଇତ୍ଵ ଦେଇଦେଇଛି ।
ଏବେ ଯେତେବେଳେ କେଶବକୁ ପଠେଇଲୁ ମୋ ପାଖକୁ । ସେ ତା ପରିଶ୍ରମରେ ଏଇ ନୁଆଁ ହୋଟେଲଟି ଖୋଲିଛି । ଏବେ ତମମାନେ ଜାଣିଲତ କୁମାର ହିଁ ଶାନ୍ତନୁ ବୋଲି।
To be continued…….
Promo: ( କୁମାର ର Idea ବିଷୟରେ ବାବା ଙ୍କୁ କହୁଛି, ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-132
Follow My Pages:-
Thanks….
Smruti_tume_sradhanjali_in_odia_by_kumars_diary_part_132
Smruti+tume+sradhanjali+in+odia+by+kumars+diary+part+132
Facebook Comments