ମା:- ଆରେ ତମେ ଦୁଇଜଣ, ଇଏ କଣ କଥା ହଉଛ !! ବାହାଘର କଥା କଣ ??
କୁମାର:- ଆଲୋ ମା, ସେ ତୋ ବୋଉ ହବାକୁ ଯାଉଛି ।
ଆମେ ଦୁଇଜଣ ପରସ୍ପରକୁ ଭଲପାଉ ଆଉ ତାଙ୍କ ଘରେ ବି ସମସ୍ତେ ରାଜି ।
ମା:- କଥା ଯାଇକି ତାହାଲେ ଏଠି, ରହ ମୁଁ ତୋ ବାବାକୁ ଡାକୁଛି ହେଇଟି ଶୁଣୁଛ ?? ଆରେ ଶୁଭୁଛି ନା ?? ନାହିମ ??ଏଠିକି ଆସ ।
ବାବା:- କଣ ହେଲା ?? କାହିଁକି
ଏମିତି ପାଟି କରୁଛ ??
ମା:- କଣ ନହେଇଛି କହୁନ ? ଶାନ୍ତନୁ ଆଉ ଏଇ ସନ୍ଧ୍ୟାର ଯୋଡି କେମିତି ହବ କହିଲ ??
ବାବା:- ତମେ କଣ କହୁଛ ? କିଛି ବୁଝିପାରୁନି । ଯୋଡି ତ ଭଲ ହବ ହେଲେ ଶାନ୍ତନୁ ପାଈଁ ତମେ କଣ ଏବେଠୁ ଖୋଜିବା ଆରମ୍ଭ କରିଦେଲଣି ନା କଣ ??
ମା:- ସେମାନେ ନିଜେ ଠିକ୍ କରିଛନ୍ତି ।
ସେ ଦୁଇଜଣ ପରସ୍ପରକୁ ଭଲପାଉଛନ୍ତି ।
ବାବା:-ଆରେ ଇଏ ତ ବଡ଼ ଖୁସିର କଥା!! ଏକା ସାଙ୍ଗରେ କେତେ ଖୁସି ମିଳୁଛି ।
ଆଜି ମୁଁ ବହୁତ, ବହୁତ ଖୁସି ବୈଶାଳୀ ।
ସନ୍ଧ୍ୟା:- ମା, ବାବା ମୋତେ କ୍ଷମା କରିଦେବେ ମୁଁ ଆଉ ଚୋରି କରି ଛେନାପୋଡ଼ ଖାଇବିନି ।
To be continued…….
Promo: (କୁମାର ର ଆଉ କିଛି କାମ ମଧ୍ୟ ବାକି ରହିଲା ,ସେ ବାବା ଙ୍କୁ ଜଣାଉଛି, ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-135
Thanks….
Smruti_tume_sradhanjali_in_odia_by_kumars_diary_part_135
Smruti+tume+sradhanjali+in+odia+by+kumars+diary+part+135
Facebook Comments