Smruti Tume Sradhanjali (A true Story ) Page-137


କୁମାର:- କଥା ଏଇଆ କି ଯେ ସରିତାର ବାପା ଗୋଟେ ଟଙ୍କା ଵାଲା ପୁଅ ସହ ତା ବାହାଘର ଠିକ କରିଥିଲେ ।

 ମୁଁ ଯେତେବେଳେ ତାକୁ ସରିତା ଆଉ କେଶବ କଥା କହିବାକୁ ଗଲି । ମୋତେ କହିଲେ – ସେ ମୋ ଝିଅକୁ ଖୁସିରେ ରଖିପାରିବ ? ତାର ତ କିଛି ବି ନାହିଁ । 

ଏମିତି କି ଘର ଖଣ୍ଡିଏ ଛାଡିଦେଲେ, ତାର ଜମି ଅଛି ନା? ଟଙ୍କା ?ତାର ମା ମୂଲ ଲାଗିବାକୁ ଗଲେ ସେ ଦୁଇଜଣ ଚଳନ୍ତି, ମୋ ଝିଅ ସେଠି କେମିତି ରହିବ । 

ତମେ କହିଲ ବାବା କେଶବ ଯଦି ବା କିଛି କାମ କରୁନଥିଲା ତା ବୋଲି ସରିତାକୁ କଣ ଖୁସିରେ ରଖି ପାରିନଥାନ୍ତା । 

ସେ ଗରିବ ବୋଲି କଣ ଭଲପାଇପାରିବନି । 

ମୋର କହିବା କଥା ହେଲା, ତା ବାପାର ଗର୍ବ ଭାଙ୍ଗିବା ପାଇଁ ଆମେ ଏ ହୋଟେଲକୁ କେଶବ ନାଁରେ କରିଦବା ।

ବାବା:- ତୁ ଏ କଣ କହୁଛୁ !! ହୋଟେଲ କେଶବ ନାଁରେ ।।

କୁମାର:- ହଁ ବାବା !! ତା ନହଲେ ସରିତାର ବାବା ଯଦି ଜାଣିବେ କି ତାଙ୍କର ବାହାଘର ହେଇଯାଇଛି ଆଉ କେଶବ ଯେମିତି ଥିଲା ସେମିତି ଅଛି ତାହାଲେ ସେମାନଙ୍କୁ ପୁଣି ଅଲଗା କରିଦେବେ ।
To be continued…….


Promo: (ସନ୍ଧ୍ୟା ପାଇଁ କିଛି Surprise ଅଛି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..






Follow my Blog and find Smruti Tume Sradhanjali Part-137



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_137
Smruti+tume+sradhanjali+in+odia+by+kumars+diary+part+137

Facebook Comments

Put your Valuable feedback