Smruti Tume Sradhanjali (A true Story ) Page-138

ମୁଁ ତ ତମମାନଙ୍କ ପାଖରେ ରହିପାରୁନି ତମର ସେବା କରିପାରୁନି ସବୁ ଦାଇତ୍ଵ କେଶବ ନଉଛି, ନା ତାପରେ ତମେବି କେଶବକୁ  ବହୁତ ପସନ୍ଦ କର ତାପରେ ଏ ହୋଟେଲ ମୋର କଣ ହବ ।

 ଯଦି ଏ ହୋଟେଲ ଆଉ କାହାର ଭବିଷ୍ୟତ ଗଢିପାରୁଛି ତାହାଲେ ମୋର ଏଇ ହୋଟେଲ ରଖିକି କିଛି ଲାଭ ନାହିଁ ।

 କଣ କହୁଛ କୁହ ??

ମା:- ତୋର କେତେବଡ଼ ହୃଦୟରେ ନିଜ ପାଇଁ କିଛି ବି ଭାବୁନୁ !!
 ସବୁବେଳେ ଅନ୍ୟ ମାନଙ୍କ ପାଇଁ ଭାବୁଛୁ । 

ହଉ ତୋର ଯାହା ଇଛା ଆମର ବି ତାହା ଇଚ୍ଛା ।

କୁମାର:- ମା, ବାବା ଆଜି ମୁଁ ବହୁତ ଖୁସି । 

ମା ଏ ଖୁସିରେ ଆଉ ଗୋଟେ ବଡ଼ ଖୁସି ଖବର । କହିବି ?? କାଲି ସନ୍ଧ୍ୟାର ଜନ୍ମଦିନ, ଆମେ ସମସ୍ତେ ଲିଙ୍ଗରାଜ ମନ୍ଦିର ଯିବା ।

 ମନ୍ଦିର ଯିବା କଥା ସନ୍ଧ୍ୟା ଯେମିତି ନ ଜାଣିବା ଦରକାର ।

 ମୁଁ ସନ୍ଧ୍ୟା ପାଇଁ Suprise  ରଖିଛି ।

ବାବା:- ତାହାଲେ ଏଇତ ବଡ଼ ଖୁସିର କଥା କାଲି ଆମେ ସନ୍ଧ୍ୟା ର ଜନ୍ମଦିନ ଆଉ କେଶବର ବାହାଘର ସେଇଠି କରିଦବା ନା କଣ କହୁଛ ବୈଶାଳୀ ।

କୁମାର:- Thank u ବାବା, ମା ମୁଁ ଆଜି ବହୁତ ଖୁସି ବହୁତ, ବହୁତ ଖୁସି । 
ଠିକ ଅଛି ତମେ ଟିକେ ହୋଟେଲ କୁ ଦେଖୁଥାଅ, ମୁଁ କେଶବକୁ ଟିକେ ନେଇକି ଯାଉଛି ।


To be continued…….


Promo: (କାଲି ହୋଟେଲ ବନ୍ଦ ରହିବ, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..






Follow my Blog and find Smruti Tume Sradhanjali Part-138



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_138
Smruti+tume+sradhanjali+in+odia+by+kumars+diary+part+138

Put your Valuable feedback