Smruti Tume Sradhanjali (A true Story ) Page-139

ହୋଟେଲରେ  ବାବା, ମା ବସିଥାନ୍ତି । ତାଙ୍କର ଜଣେ ସମ୍ପର୍କୟ ଲୋକ ଆସିକି ପଚାରୁଥାନ୍ତି।

 ତାଙ୍କ ନା ଶ୍ୟାମବାବୁ ।

ଶ୍ୟାମ ବାବୁ:- କଥା କଣ ମାଧବବାବୁ ଆଜି ବହୁତ ଖୁସି ଜଣାପଡୁଛନ୍ତି ।
 କେଶବ କୁଆଡେ ଗଲାକି ଆପଣ ଆଜି ବସିଛନ୍ତି ।

ମାଧବ ବାବୁ:- ସେ କଥା କଣ କି ??
 ଶାନ୍ତନୁ ଆସିଛି ତ, କେଶବ ତା ସାଙ୍ଗରେ ଟିକେ ବାହାରକୁ ଯାଇଛି ।

 ଆଉ ତମ ସ୍କୁଲ କେମିତି ଚାଲିଛି ??

 ଖାଇବା ରେଡି ହେଇଗଲାଣି ଆମ ପିଲା ନେଇକି ଦେଇ ଆସିବ ।

ଶ୍ୟାମ ବାବୁ:- ଠିକ ଅଛି !! ତାହାଲେ ଆଜିର କେତେ ହେଲା ??

ମାଧବ ବାବୁ:- ଆଜିର 50% ଡିସକାଉଣ୍ଟ ହିସାବରେ 350 ଟଙ୍କା ହେଲା ।

ଶୁଣ କାଲି ହୋଟେଲ ବନ୍ଦ ରହିବ କାରଣ କାଲି କେଶବ ର ବାହାଘର ଲିଙ୍ଗରାଜ ମନ୍ଦିରରେ ହଉଛି ।

 ସମସ୍ତେ ଆସିବ ହେଲା ।
ଶ୍ୟାମବାବୁ ଚାଲିଗଲା ପରେ ହୋଟେଲର ସମସ୍ତ କର୍ମଚାରୀ ଡାକି କହିଲେ । 

ଆରେ ଶୁଣ କାଲି ହୋଟେଲ ବନ୍ଦ ରହିବ । ଆଜି ହୋଟେଲ ଜଲଦି ବନ୍ଦ କରିକି ଘରକୁ ଯିବ, କାଲି ସକାଳୁ ପରିବାରର ସମସ୍ତଙ୍କୁ ନେଇ ଲିଙ୍ଗରାଜ ମନ୍ଦିର କୁ ଆସିବ । 

କାଲି କେଶବର ବାହାଘର ହଉଛି । ତାପରେ ଯିଏ ଯା କାମରେ ଲାଗିଲେ । 

ବାବା, ମା ବି ଘରକୁ ଚାଲିଗଲେ ।


To be continued…….


Promo: (ସାଗର କୁ , କୁମାର ସନ୍ଧ୍ୟା ବିଷୟରେ କହୁଛି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..





Follow my Blog and find Smruti Tume Sradhanjali Part-139



Advertisements
Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_139
Smruti+tume+sradhanjali+in+odia+by+kumars+diary+part+139

Leave a Reply

Your email address will not be published. Required fields are marked *