ଏବେ ତମେ ଆସିପାର, ଆଉ ଶୁଣ ଆଉ ଟିକେ ପରେ ବାହାରକୁ ଯିବା କାଲି କେଶବର ବାହାଘର ନା ସାମାନ କିଣିବାକୁ ଯିବା ।
ସନ୍ଧ୍ୟା:- କାଲି କେଶବ ର ବାହାଘର !!! ତମେ ମୋତେ ତ କହିନ, ମୋତେ କେଶବ ଏବେ ଯାଏଁ କହିନି ।
କୁମାର:- ଏବେ ପରା କହିଲି ।
ଏମିତି କଣ ଦେଖୁଛ, ମୋତେ ମାରିବ ନା କଣ ??
(ସନ୍ଧ୍ୟା ଗଲା ପରେ)
କୁମାର:- ସାଗର କୁ; ହଉ ଛାଡ଼ ସେ କଥା, ଏବେ ସନ୍ଧ୍ୟା କୁ କହିଲି ନା ??କେଶବର ବାହାଘର ସାମାନ କିଣିବାକୁ ଯିବା ବୋଲି।
ବାହାଘର ସାମାନ ନୁହଁ, ସନ୍ଧ୍ୟାର ଜନ୍ମଦିନ ସାମାନ କିଣା ହବ ।
ସାଗର:- ସନ୍ଧ୍ୟାର ଜନ୍ମଦିନ କେବେ ??
କୁମାର:- ତୁ ଏତେ ବଡ଼ ପାଟିକରି କହନୀ ସନ୍ଧ୍ୟା ଶୁଣିଦବ। ତାକୁ ମୁଁ Suprise ଦବାକୁ ଯାଉଛି ହେଲା ।
ରହ ମୁଁ ତାକୁ ଡାକିକି ଆଣୁଛି ମିଶିକି ଯିବା ।
କୁମାର ତା ସାଙ୍ଗମାନଙ୍କୁ କହୁଥାଏ ।
ତମମାନେ ତମ ଜୁଲିଏଟ ସହ କଥା ହଉଥାଅ ।
ମୁଁ ଆଉ ସନ୍ଧ୍ୟା ମାର୍କେଟରୁ ଆସୁଛୁ, କାଲି ସନ୍ଧ୍ୟାରେ Birthday ଅଛି ସାମାନ ଆଣିବାକୁ ପଡିବ ହେଲା ।
କୁମାର:- ସନ୍ଧ୍ୟା କୁ; ଏଇ ବାୟାଣୀ ସେତିକି ଭାଷଣ ଦିଅ ଚାଲ ଯିବା, ଏମାନଙ୍କୁ ତାଙ୍କ ରୋମିଓ ସାଙ୍ଗରେ କଥା ହେବା ପାଇଁ ଛାଡ।
ସନ୍ଧ୍ୟା ସେଠୁ ଚାଲିଆସିଲା । କୁମାର, ସନ୍ଧ୍ୟା ଆଉ ସାଗର ମିଶିକି ପ୍ରିୟା ଇଷ୍ଟର ପ୍ରାଇଜେସକୁ ଗଲେ ଆଉ ସେଠି କୁମାର ସନ୍ଧ୍ୟାକୁ କହିଲା।
To be continued…….
Promo: ( ଶାଢ଼ୀ ଆଉ ଜୁଏଲରି କିଣୁଛନ୍ତି, ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-141
Follow My Pages:-
Thanks….
Smruti_tume_sradhanjali_in_odia_by_kumars_diary_part_141
Smruti+tume+sradhanjali+in+odia+by+kumars+diary+part+141
Really heart touching story