ମା:- ଏବେ ଯାଇକି ହେଲା ।
ମୋ ସୁନା ଝିଅ ଆଲୋ ମା ପ୍ରଗତି ସରିତା ପାଇଁ ଯୋଉ ଗହଣା ସବୁ ଆଣିଥିଲି ଦେଲୁ, ତାକୁ ମୁଁ ମୋ ନିଜ ହାତରେ ପିନ୍ଧେଇ ଦେବୀ ।
ମୋ ସୁନା ଝିଅ ତ ପୁରା ରାଜକୁମାରି ପରି ଲାଗୁଛି ।
ତତେ କାହାର ନଜର ନଲାଗୁ । ଏମିତି କହି ଶାନ୍ତନୁର ମା ସେଠୁ ପଳେଇଯାଇଥାନ୍ତି ।
ଏପଟେ ଭାଉଜ ଆଉ ସରିତାର ସବୁ ସାଙ୍ଗମାନେ ମିଶି ସରିତା ସହ ମିଶି ମଜା କରୁଥାନ୍ତି, ଏପଟେ କେଶବର ସାଙ୍ଗମାନେ କେଶବ ସହ ମଜା କରୁଥାନ୍ତି ।
ବିକ୍ରମ:- ଭାଇ (କେଶବ) ତୁ ତ ଆଜି ଆକାଶରେ ଉଡୁଥିବୁ ନାହିଁ ??
ଦୀପକ:-ଭାଇ ତୁ ବଡ଼ ଭାଗ୍ୟବାନ ରେ ଯାହାକୁ Love କରୁଥିଲୁ ତାକୁ ହିଁ ବାହା ହବାକୁ ଯାଉଛୁ ।
ନାରାୟଣ:- ତୁ ଠିକ୍ କହିଛୁରେ ଭାଇ, ହେଲେ ଏମିତି ବହୁତ କମ ଜଣ ଅଛନ୍ତି, ଯାହାକୁ Love କରୁଛନ୍ତି ତାକୁ ବାହା ହଉଛନ୍ତି ।
ଆଉ ବାକି ଯେତେସବୁ ରହିଲେ Love କରିବେ ଜଣକୁ ବାହାହେବେ ଜଣକୁ ।
ହଉ ଛାଡ଼ ସେ କଥା ଆକାଶ କୁଆଡେ ଗଲା ।
ହେଇ ଦେଖ ଆମେ ଏଠି କଥା ହଉଛୁ ହେଲେ ୟାକୁ(ଆକାଶ) ଦେଖ !! ଗୋଟେ କୋଣରେ ବସି ମୋବାଇଲ ରେ ଲାଗିଛି ।
To be continued…….
Promo: ( କୁମାର, ଆଉ ସନ୍ଧ୍ୟା ବାହାଘର ସମୟରେ ଇସାରା ରେ କଥା ହେଉଥାନ୍ତି, ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-151
Thanks….
Smruti_tume_sradhanjali_in_odia_by_kumars_diary_part_151
Smruti+tume+sradhanjali+in+odia+by+kumars+diary+part+151
Facebook Comments