ସନ୍ଧ୍ୟା:-କୁମାର ସତରେ ତମର ଯଦି କିଛି ହେଇଯାଏ ।
ମୁଁ ବଞ୍ଚିପାରିବିନି ।
କୁମାର:-ହଉ ଛାଡ଼ ସେକଥା ।
ଆଚ୍ଛା ମୋ Surprise ଟା କଣ କୁହ ??
ସନ୍ଧ୍ୟା:-ଏଇ ତ ମୋ ବାୟାଣୀ ” ପୁଷ୍ପାଞ୍ଜଳି”।
ମୋ ସୁଖଦୁଃଖର ସାଥି ।
ପୁଷ୍ପା:-ହଁ ଭାଇ ମୁଁ ତମ ବିଷୟରେ ସବୁ ଜାଣିଛି ।
ତମ Love Story ।
କୁମାର:- ଆଚ୍ଛା !! ତାହାଲେ ତମେ ସବୁ ଜାଣିସାରିଛ ।
ପୁଷ୍ପା:- ହଁ ଭାଇ ତମକୁ ପାଇବାପାଇଁ କେତେ କଷ୍ଟ କରିଛି ମୋ ଅପା ଜାଣିଛି ?
ସନ୍ଧ୍ୟା:- ଏ ପୁଷ୍ପା ଚୁପ୍ ରହ । ତୁ ସବୁ ଏଠି କହନି ।
କୁମାର:- ଆରେ ତାକୁ କାହିଁକି ମନା କରୁଛ, ମୁଁ ବି ଜାଣିବା ଦରକାର ନା ?
ତାପରେ କୁମାର Ice Cream ଆଣିବାକୁ ଯାଇଥାଏ ।
ପୁଷ୍ପା:- ତମର ମନେ ଅଛି ଭାଇ, ତମେ ଆମ ଘରକୁ First Time ଆସିଥିଲ Bag ଦବାକୁ,, ଅପା ତା ଆଗରୁ ତମକୁ ଜାଣିଥିଲା ।
ଆମେ ବର୍ତ୍ତମାନ ଏଠି ଯୋଉ ବସିଛନ୍ତି, ସେଇ ଯାଗାରେ । ତୁମର ଦୟବାନ ଆଉ କର୍ତ୍ତବ୍ୟ ପରାୟଣ ଚରିତ୍ର ଦେଖି ସେ ତମ ଉପରେ ପୁରା ଫିଦା ହେଇଯାଇଥିଲା ।
ତାପରେ ଆମେ ତାକୁ ଅଲଗା College ରେ ପଢିବାକୁ କହିଲୁ, ହେଲେ ସେ ତମେ ଯୋଉ College ରେ ପଢୁଥିଲ ସେଇ College ରେ ପଢିବ ବୋଲି Zid ଧରି ବସିଲା ।
ସେ ବି same College ରେ ପଢିଲା ।
ତମେ ଏତେ ଭାଉ ଖାଇଲ ଯେ, ମୋ ଅପାକୁ Line ଦେଉନଥିଲ ।
ବହୁତ କଷ୍ଟରେ ତମକୁ ସେ ପାଇଛି । ଆଉରି ଅନେକ କଥା ଅଛି ।
ମୁଁ ସବୁ ଜାଣିଛି ।
କୁମାର:-ଆଚ୍ଛା ତାହାଲେ Madam ମୋ ପାଇଁ ବହୁତ କଷ୍ଟ କରିଛନ୍ତି ।
ସନ୍ଧ୍ୟା:- ନୁହେଁ ତ ଆଉ କଣ !! ତମେ ମୋ ପାଇଁ କଣ କରିଛ କହିଲ ??
କୁମାର:- ମୁଁ ବି ତ ବହୁତ ଆଗରୁ Love କରୁଥିଲି ।
ତମକୁ ମୁଁ ଆଗରୁ ଦେଖିନଥିଲି । Bag ଦବାକୁ ଯାଇ ଦେଖିଲି ।
ସେଇଠୁ ହିଁ ଭଲପାଇ ବସିଲି । ସେକେଣ୍ଡରେ Foom Fill Up ଦିନ ତମକୁ ସେଠି ଦେଖି ବହୁତ ଖୁସି ହେଇଯାଇଥିଲି ମନେ ମନେ ।
ହେଲେ ସାଙ୍ଗମାନଙ୍କ ଆଗରେ ଚୁପ୍ ଥିଲି ।
ତାପରେ College ରେ ସବୁଦିନ ଭାବୁଥାଏ ତମ ସହ କଥା ହେଇଯିବି,
ହେଲେ ତମକୁ କଷ୍ଟ ଦଉଥିଲି ।
ମୁଁ ନିଜେ ବି କଷ୍ଟ ପାଉଥିଲି ଆଉ ଶେଷରେ ରେ ସହି ହେଲାନି, ତମକୁ I Love You କହିଦେଲି ।
ଏତିକି ବେଳେ ସନ୍ଧ୍ୟାର ପ୍ଲାନ ଅନୁସାରେ ସବୁସାଙ୍ଗମାନେ ଆସି Surprise ଦେଇଦେଲେ ।
କୁମାର ମୁହଁରୁ ତା Love Story ଶୁଣିବା ପାଈଁ ।
To be continued…….
Promo: ( ସମୀର କୁମାର କୁ ମାରିବାକୁ ପ୍ଲାନ କରୁଛି, ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-181
Follow my Pages
Thanks….
Smruti_tume_sradhanjali_in_odia_by_kumars_diary_part_181
Smruti+tume+sradhanjali+in+odia+by+kumars+diary+part+181
Facebook Comments