Third-Day…
ସେଦିନ ସକାଳୁ ଟିଉସନ ସାରି ଘରୁ ଅନୁମତି ନେଇ କୁମାର ସନ୍ଧ୍ୟା ଘରକୁ ବାହାରିଗଲେ ।
ଘରେ ପହଂଚି ସନ୍ଧ୍ୟା, ପୁଷ୍ପାଞ୍ଜଳି ଅଜା ଆଉ ସନ୍ଧ୍ୟାର ବୋଉ ବାହାରିଗଲେ ମାମୁଁଙ୍କ ଗାଁକୁ ।
କିଛି ସମୟପରେ ମାମୁଁଙ୍କ ଘରେ ପହଞ୍ଚିଯାଇଥିଲେ, ପ୍ରଥମେ ସମସ୍ତଙ୍କ ସହ କୁମାରଙ୍କ ପରିଚୟ କରେଇଲେ, ସନ୍ଧ୍ୟାର ବୋଉ ।
କୁମାର ଆଉ ସନ୍ଧ୍ୟାର ସାଙ୍ଗମାନେ ମଧ୍ୟ ଯାଇଥାନ୍ତି ।
କିଛି ସମୟପରେ ମନ୍ଦିରରୁ ଆସି ଘରେ ବହୁତ ମଜାମସ୍ତି କଲେ ।
Launch ସମସ୍ତେ ଖାଇସାରି ମାମୁଁଙ୍କ ପୁଅର ଜନ୍ମଦିନରେ ରଖାଯାଇଥିବା ଆୟୋଜନରେ ଲାଗିପଡିଲେ, ହେଲେ ଏପଟେ ସନ୍ଧ୍ୟା ଗୋଟେ ଡାୟେରି ଧରି ବସିଥାଏ ଆଉ ଲେଖୁଥାଏ ।
ଏତିକି ବେଳେ କୁମାର ଆସି ପହଁଚି ଯାଇଥାଏ ।
କୁମାର:-ଆରେ ବାୟାଣୀ କଣ କରୁଛ ଏଠି ? କଣ ଲେଖା ଚାଲିଛି ଦେଖା ତ ?? କଣ ଲେଖୁଛୁ ମୁଁ ବି ଟିକେ ଦେଖିବି ।
ସନ୍ଧ୍ୟା:- କଣ ଆଉ ଲେଖିବି ତମର ଆଉ ମୋର Love Story …
କୁମାର:- ଆମ Story କଥା ତ ଆମେ ଜାଣିଛନ୍ତି ନା ଲେଖିବା କଣ ଦରକାର ??
ଏଥିରେ ଏମିତି କିଛି ଖାସ ନାହିଁ ତ ??
ସନ୍ଧ୍ୟା:- କେମିତି ନାହିଁ !! ବହୁତ କିଛି ଅଛି ।
ଦେଖ ପ୍ରଥମେ ହେଲା ଜଣେ ଅନ୍ୟ ଜଣକୁ ଯଦି Heart ରୁ ଭଲପାଉଥିବ ।
ତାହାଲେ ଦୁନିଆର କୌଣସି ଶକ୍ତି ନାହିଁ ଯେ ତାକୁ ଅଟେଇକି ପାରିବ ।
ଯେମିତି ତମେ ମୋତେ କେତେ ଅଣଦେଖା କରୁଥିଲେ ହେଲେ ମୋର ତମପ୍ରତି ସ୍ୱଚ୍ଛ ଭଲପାଇବା ଥିବାରୁ ମୁଁ ତମକୁ ପାଇପାରିଲି ।
To be continued…….
Promo: (ସନ୍ଧ୍ୟା କହୁଛି କୁମାର କୁ, ଆମର ଯେତେବେଳେ ବାହାଘର ହେଇଯିବ ତାପରେ ବସିକି ପଢିବି ଆମ Love Story, ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-183
Follow my Pages
Thanks….
Smruti_tume_sradhanjali_in_odia_by_kumars_diary_part_183
Smruti+tume+sradhanjali+in+odia+by+kumars+diary+part+183
Nice story