Even so,
There are smiles and tears.
Losing its form sometimes,
Whether in the storm of hope or the tide of dreams
The intact remains intact
Distorted forms of depression,
Ever since the sea Crying.
to touch the sky,
And faint memories arise
In the cold touch of tears…
Every wave of my naked heart
How golden are the memories of dreams
The irony is this
All around my thick poison…
Excruciating pain and other pains
Gets up
Devoted at what time
Farewell
The voice of madness so tender as to bleed….
Monthly Archives: November 2022
ऐसा ही होता है
फिर भी,
मुस्कान और आंसू हैं।
कभी अपना रूप खोता है,
चाहे उम्मीदों की आँधी में हो या सपनों के ज्वार में
बरकरार बरकरार रहता है
अवसाद के विकृत रूप,
जब से समुद्र भी रोता है।
आसमान छूने के लिए,
और धुंधली यादें उभर आती हैं
आंसुओं के ठंडे स्पर्श में…
मेरे नंगे दिल की हर लहर
सपनों की यादें कितनी सुनहरी होती हैं
विडम्बना यह है की
चारों ओर मेरा
कष्टदायी दर्द और अन्य दर्द
उठता रहता है
निर्वाण किस समय बिदाई लेगा
पागलपन की आवाज इतनी कोमल है कि खून भी बहने लगा ।
ଲୁହ ଭିଜା ସ୍ମୃତିରେ
ଆଜି ପୁଣି ଅନ୍ଧକାର ମୟ ହୋଇ ପଡ଼ିଛି ସେ ବନ୍ଧୁତା ଯେଉଁଠି କେବଳ ସବୁ ନିଶ୍ଵ ଆଉ ଶ୍ମଶାନ…
ସେଦିନ ର କଥା କୁ କେମିତି ଭୁଲିଥାନ୍ତି କୁହ, ସେଦିନ ଅଳ୍ପ ବିଳମ୍ବ ରେ କେତେ ଯେ ରାଗ ଦେଖା ଦେଇଥିଲା ତୁମ ମୁଖରେ…
ଏହା ଥିଲା କେବଳ ଭଲ ପାଇବା, ଆଉ ନିବିଡ ସମ୍ପର୍କ ର ଉଦାହରଣ, କହି ଉଠିଲ ଯେ ସାଙ୍ଗ ତମେ ନ ଆସିଲେ କିଛି ଭଲ ଲାଗୁନି…
ଟଙ୍କାର ଭୟ ନଥିଲା, ଟଙ୍କା ତ ଆସିବ ଆଉ ଯିବ, କିନ୍ତୁ ବନ୍ଧୁତ୍ୱ ଥରେ ଭାଙ୍ଗି ଗଲେ ଆଉ ଯୋଡ଼ି ହୁଏନା। କେତେ ଯେ ଅନୁରୋଧ ଯେ କରିବାକୁ ପଡେ ପୁଣି ଯୋଡ଼ି ବାକୁ ସେ ସମ୍ପର୍କ କୁ..
ଯାହା ହୋଇ ଯାଉ ପଛେ ତମେ ଆମ ସମ୍ପର୍କ କୁ ଭଙ୍ଗ କରିବ ନାହିଁ ବୋଲି ବାରମ୍ବାର କୁହ ତମେ ।
କିନ୍ତୁ ସେ ଅଘଟଣ ର ଦ୍ବାରସ୍ଥ ହୋଇ ତାର ନାମ ନେଇ ତୁମେ ଲୁଚିଗଲ ଅନ୍ଧାର ର କାଳିମା ଭିତରେ…
ଆଜି ପୁଣି ଥରେ ସେ କଥା ମନେ ପଡ଼ିଲେ ଆଖିରେ କେବଳ ଲୁହ ଝରିଯାଏ । ତମେ ନାହଁ ଯେ ଏ ପୃଥିବୀ ମୋ ପାଇଁ ଶ୍ମଶାନ ପାଲଟି ଯାଇଛି…
ତୁମ ସ୍ମୃତି ଛାଇ ଭଳି ରହୁଥିଲା ମୋ ପାଶ୍ୱର୍ରେ ରେ ସର୍ବଦା କିନ୍ତୁ ଆଜି ସବୁ ନିଛାଟିଆ ଆଉ ନିରୁପାୟ ଅବସ୍ଥାରେ ସମୟ ଅତିବାହିତ ହେଉଛି ସିନା, ମନ ର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି ।
ଆଜି ସବୁ ଶାନ୍ତ
ସବୁ ଅବହେଳା
ଅଚିନ୍ତା ରେ ଅବହେଳିତ ସମୟ ଗଡ଼ି ଚାଲିଛି କେବଳ ତୁମ ଲୁହ ଭିଜା ସ୍ମୃତିରେ….
Surabhi(2)
ମଣିଷ ର ସଂଘର୍ଷ ସେ ଦିନ ଠାରୁ ଆରମ୍ଭ ହୋଇ ଯାଏ । ଯେବେ ଠାରୁ ସେ ଏ ଧରା ପ୍ରୁଷ୍ଠ ରେ ପ୍ରଥମ କରି ପାଦ ରଖେ । ପୁଣି ସମୟ ପଥରେ ତାକୁ କଷ୍ଟ ସହିବାକୁ ପଡେ ।
ଏଠି ସୁରଭି ମଧ୍ଯ ସେ ସମୟ ପଥର ଗୋଟିଏ ସୁଦୃଢ଼ ପଥିକ ଭାବେ ସେ ଜୀବନରେ ସଂଘର୍ଷ କରିବାର ଏକ ଜୀବନ୍ତ ଉଦାହରଣ । ସତରେ ମନ ଲୋଭା ଉପନ୍ୟାସ ଟିଏ । ଆପଣଙ୍କୁ ସୁଖ ଓ ଦୁଃଖ ର ଅନନ୍ୟ ଅନୁଭୂତି ଦେବ ।
Nilamadhaba Swain
Delhi, India.
http://bhuyansblog.in/2022/07/22/surabhi/

ଜୀବନରେ କଷ୍ଟ ହେଉଛି ସ୍ତ୍ରୀ ପାଇଁ ଏକ ଅଳଙ୍କାର ସଦୃଶ୍ୟ । ଯଦି କଷ୍ଟ ନାହିଁ ତ, ତେବେ ସ୍ତ୍ରୀ ର ଜୀବନ ସାର୍ଥକ ନୁହେଁ । ସ୍ତ୍ରୀ ରୂପରେ ସେ କଷ୍ଟ କୁ କେମିତି ସହ୍ୟ କରି ଏବଂ ନିଜ ସମ୍ମାନ କୁ ବଞ୍ଚେଇ ରଖିବା ର ଶତ ଚେଷ୍ଟା କରିଥାଏ ତାହା ଏଠି ଏକ ପରିଣାମ ସ୍ୱରୂପ । ଏହା ଉପନ୍ୟାସ ଟିଏ ମାତ୍ର କିନ୍ତୁ ଜୀବନର ସତ୍ୟ ଘଟଣା ର ବିଷୟବସ୍ତୁ ଅଟେ ।
Samita Kumari Swain
Delhi, India.
http://bhuyansblog.in/2022/07/22/surabhi/

Flipkart
&
————————————–
Amazon
&
————————————–
Story Mirror Link
&
————————————–
ଟଙ୍କା ର ମହତ୍ତ୍ଵ
କାଳିଆ ଆଉ ସୁମନ୍ତ ର ଦେଖା ହୋଇଗଲା । ଟିଫିନ୍ ଷ୍ଟଲ୍ ପାଖରେ। ସନ୍ଧ୍ୟା ସମୟ, ସୁମନ୍ତ ର ଏବେ ଏବେ ଓଡ଼ିଶା ପୋଲିସ କନଷ୍ଟେବଳ ରେ ସେ ଚାକିରି ପାଇଛି । ଟ୍ରେନିଂ ସାରି ଫେରିଛି । କିନ୍ତୁ କାଳିଆ ଗାଁ ରେ ଧାନ ବେପାର ଏବଂ ଅନ୍ୟ ସିଜନ୍ ବ୍ୟବସାୟ କରେ। ହେଲେ ଏଠି ଦୁହିଙ୍କ ମାସିକ ଟଙ୍କା ଆଦାୟ ପ୍ରାୟ ପାଖାପାଖି ହେଲେ ଟଙ୍କା ଦେଖା ଯାଏ ଚାକିରିଆ ଙ୍କ ପାଖରେ।
ପ୍ରତି ମାସ ରେ କିମ୍ବା ଦୁଇ ମାସରେ ଟଙ୍କା ଆକାଉଣ୍ଟ ରେ ବରଂ ଲେଟ୍ ରେ ଆସୁ ଆଉ ଏପଟେ ବାକି ରେ ଘର ଚାଲୁ ସେଇଟା କିଏ ପଚାରେ, ମାତ୍ର ପୁଅ ଚାକିରୀ କରିଛି ଓଡ଼ିଶା ପୋଲିସ୍ ରେ ।
ଠିକ୍ ଏତିକି ବେଳେ କାଳିଆ କହି ଉଠିଲା ଆରେ ପାର୍ଟି କାହିଁ ତୋର ? ସୁମନ୍ତ କହିଲା, ପାର୍ଟି ଖାଇବୁ, ହଉ ଏବେ ଟିଫିନ୍ ଖାଇବୁ କି । କାଳିଆ କହିଲା ହଉ ଚାଲ ଯେତେ ଖାଇବି ଦେବୁ ନା ?? ସୁମନ୍ତ କହିଲା ଆରେ ଖା, ଯେତିକି ଖାଉଛୁ ଖା । ଏପଟେ କହି ଦେଲା ସତ କିନ୍ତୁ ସୁମନ୍ତ ପାଖରେ କେବଳ ୫୦ ଟଙ୍କିଆ ନୋଟ୍ ଟେ ପଡ଼ିଛି। ହଁ ତ କରିଦେଲା ପଛରେ ଭାବିଲା। ଫୋନ୍ ପେ ନହେଲେ ଗୁଗଲ ପେ କରି ଦେବୀ ଯଦି ଅଧିକ ଟଙ୍କା ହେଲେ ।
କାଳିଆ ଟିକେ ଖାଇବା ପିଲା, ଆଉ ମାଗଣା ମିଳିଲେ ୨ ପ୍ଲେଟ ରୁ ୫ ପ୍ଲେଟ ହୋଇଯାଏ। ଆଉ କଥା ଆରମ୍ଭ ହେଲେ କେବେ ସରିବ ଗାରେଣ୍ଟି ନାହିଁ । କାଳିଆ ଖାଇବା ଆରମ୍ଭ କରିଲା, ଏପଟେ ସୁମନ୍ତ ଗୋଟିଏ ପ୍ଲେଟ ଟିଫିନ୍ ଖାଇବା ପରେ ଠିଆ ହୋଇ ରହିଥାଏ । କାଳିଆ ଖାଇ ଖାଇ, ୪ଟି ପ୍ଲେଟ ଖାଇଲା ଏବଂ କହିଲା ଭାଇ ରେ, ପାର୍ଟି ଟା ବାକି ରହିଲା। ପାର୍ଟି ଟା କେବେ ଦେବୁ ।
ସୁମନ୍ତ କହିଲା ସବୁ ସାଙ୍ଗ ମାନଙ୍କୁ ଗ୍ରୁପ୍ ରେ ମେସେଜ କରେ ଗୋଟିଏ ଦିନ ଫିକ୍ସ କରେ । ସେଦିନ କରିବା। ଏତିକି କହି ଦୁହେଁ ଦୁହିଁଙ୍କୁ ବିଦାୟ ଦେଲେ ।
ତା ପର ଦିନ ପାହାନ୍ତିଆ କାଳିଆ ର ଗଳିଆ ଫିଟିଗଲା । ରାତି 3 ରେ ଉଠି ଧାଇଁଲା ଲାଟ୍ରିନ କୁ । ପେଟ କୁ ଧରି ରହିଲା। ମନେ ପଡିଗଲା ଯେ କାଲି ରାତିରେ ଫ୍ରି ରେ ଟିଫିନ୍ ଖାଇଥିଲି ତାର ସବୁ ପରିଣାମ । ଆଉ ସବୁଠୁ ବେଶୀ ମନେ ପଡ଼ିଲା ଯେ କାଲି ରାତିରେ ଯେଉଁ ଚିଲି ଖାଇଥିଲୀ ସେଗୁଡିକ ସବୁ ବାହାରୁଛି ଭାବି ପେଟ କୁ ଧରି ସକାଳୁ ସକାଳୁ ଖଟ ଉପରେ ବସି ରହି ଥାଏ । କିଛି ସମୟ ପରେ ସ୍ତ୍ରୀ ନିଜ ଗାଁ ରୁ ଫେରି ଆସିଲା କାରଣ ଆଜି ବୁଧ ବାର କାରଣ ମାଣ ବସା ଗୁରୁବାର ଚାଲିଛି ନା ।
କାଳିଆ କୁ ଦେଖି ସ୍ତ୍ରୀ ପଚାରିଲା କଣ ହେଲା ତମର ? କାଳିଆ କହିଲା ବେଶୀ ଲୋଭ ରେ ଖାଇବା ଯୋଗୁଁ ଏମିତି ହେଲା । ସ୍ତ୍ରୀ ପଚାରିଲା କୋଉଠି ଫ୍ରି ରେ ଖାଇଲ କି ? ଆଉ ତମର ତ ଲୋଭ ଯିବ ନାହିଁ । ଏତକ କହି ORS ପାଣି ଆଣି ହାତରେ ଧରେଇ ସ୍ତ୍ରୀ ଚାଲିଲା ରୋଷେଇ ଘରକୁ ।
ଦେଖୁ ଦେଖୁ ଦିନ ୧୦ ଟା ବାଜିଲାଣି । ହେଲେ ଝାଡ଼ା ରହିବାର ପ୍ରଶ୍ନ ଉଠୁନି । ସେତେ ବେଳକୁ ୭ ଥର ଲାଟ୍ରିନ ର ପାଣି ସରିଗଲାଣି। କଣ୍ଡିସନ ଅସମ୍ଭାଳ। ଶେଷରେ ଦାଦା ପୁଅ ଭାଇ, କାଳିଆ କୁ ମେଡିକାଲ ନେଇ ପହଞ୍ଚିଲା । ସେଠୀ କାଳିଆ ସବୁ ସତ କଥା କହି ଦେଲା। ଡାକ୍ତର ହସି ହସି କହିଲେ । ଏଠି ଗୋଟିଏ ବୋତଲ ଚଢ଼େଇ ଦେଲେ ସବୁ ଠିକ୍ ହୋଇଯିବ। ଶେଷରେ କାଳିଆ କୁ ଗୋଟିଏ ବୋତଲ ଚଢ଼ିଲା ଆଉ ଦୁଇଟି ଇଞ୍ଜେକସନ ଲାଗିଲା । ଅଳ୍ପ ଥକା ଅବସ୍ଥାରେ କାଳିଆ ମେଡିକାଲ ବାହାରକୁ ଆସୁଥାଏ । ହଠାତ୍ ସୁମନ୍ତ ର ଦେଖା ହୋଇଗଲା । ସୁମନ୍ତ ପଚାରିଲା ଆରେ ତୋର ପୁଣି କଣ ହେଲା ? କଣ କହିବି ରେ ଭାଇ, କାଲି ର ତୋ ସହିତ ଟିଫିନ୍ ଖାଇବା ଆଜି ମହଙ୍ଗା ପଡ଼ିଲା ।
ଭାଇ ରେ କ୍ଷମା କରିବୁ। କାଲି ମୁଁ ଚାରୋଟି ପ୍ଲେଟ ଯୋଗୁଁ ସକାଳ ଠାରୁ ପେଟ ଖରାପ। ଏବେ ଆସି ଏଠି ବୋତଲ ଚଢ଼େଇବା ପରେ ଟିକେ ଠିକ୍ ଅଛି । ଭାଇ ସତ କହିବୁ , କାଲି ଖାଇବା ସମୟରେ ତୋତେ ଖରାପ ଲାଗୁଥିବ। କିନ୍ତୁ ମୁଁ ପୁଣି ଥରେ କ୍ଷମା ମାଗୁଛି । ତୋର ପାଇଁ ଟଙ୍କା ଯେତିକି ଇମ୍ପୋର୍ଟାଣ୍ଟ ମୋ ପାଇଁ ମଧ୍ୟ ସେତିକି ଇମ୍ପୋର୍ଟାଣ୍ଟ କିନ୍ତୁ ତୋ ସହିତ ମୁଁ ଏମିତି ବ୍ୟବହାର କରିବା ଠିକ୍ ନଥିଲା ।
ତେବେ ଚାଲ ଯିବା, ୟା ପର ଠାରୁ ଯେବେ କିଛି ଖାଇବା ତେବେ ଦୁହେଁ ଟଙ୍କା ଦେଇ ଖାଇବା ।
ସୁମନ୍ତ ମଧ୍ୟ ଅଳ୍ପ ହସି କହିଲା ଚାଲ କିଛି ନାହିଁ ମୁଁ ଖରାପ କାହିଁକି ଭାବିବି । ତୁ ଠିକ୍ ହୋଇ ଯା ଗୋଟିଏ ଭଲ ପାର୍ଟି ଟେ କରିବା ।
ଦୁହେଁ ପୁଣି ହସିଲେ , ଏବଂ ନିଜ ନିଜ ଘରକୁ ଫେରି ଗଲେ ।
ତେବେ ଏହା ଥିଲା କିଛି ମୁହୂର୍ତ୍ତ କାଳିଆ ଆଉ ସୁମନ୍ତ ର । ଯଦି ଭଲ ଲାଗିଥାଏ ତେବେ ସେୟାର କରିବାକୁ ଅନୁରୋଧ । ତେବେ ଅନ୍ୟ ର ଟଙ୍କା କୁ ଅଣଦେଖା କରିବା ବେଳେ ବେଳେ ଆମକୁ ମହଙ୍ଗା ପଡ଼ିଯାଏ ।
ଧନ୍ୟବାଦ
Surprise
I am very sad and my mind becomes restless
When I Knew you wouldn’t come…..
I can’t say come and meet me
Control has a lot on my mind…
But it was hard for me to hold back the tears
At the end of a month
I wanted to see you
I was sad but I didn’t say it
Did you have a lot of faith in your heart?
that you will come??
But
I was amazed that day
After seeing you!!
Couldn’t hold back my tears of joy….
It was like coming from a dream
I knew by physical touch
That you came??
All the sorrows in the heart arose
I ran to you.
Tears broke down…
The limit of happiness has crossed….
I found out that day!
To every word of my heart
Do you understand….
You in that strange situation
I watched with full of heart….
The man of my heart is before me
The feeling was true.
Every surprise for you is for me
Has brought the light of happiness
And you are a surprise for me
It remains an unforgettable memory.
By. Rubi Nahak
ଅତୀତ ର କିଛି ଅନୁଭୂତି
ଥରେ ଆମେ ସବୁ ଚାକିରିଆ ସାଙ୍ଗ ମିଶି ଆନ୍ତରିକ ସୁରକ୍ଷା ପାଇଁ କିଛି ସ୍ପେଶିଆଲ ଡିଉଟି ରେ ଯାଇଥିଲୁ । ପ୍ରାୟ ଦେଢ଼ ମାସ ର ଡିଉଟି ପରେ ଆମେ ସେଠୁ ଫେରି ଆସିଲୁ । ଆମେ ସମସ୍ତେ ଆସି ଜମ୍ମୁ ରେଳ ଷ୍ଟେସନ ରେ ପହଞ୍ଚିଲୁ। ସମୟ ପାଖା ପାଖି ସନ୍ଧ୍ୟା ୭ ଟା। ଆମ ଅଫିସର ଆମକୁ କହିଲେ ଯାହାକୁ ଯୋଉଠି ଭଲ ଲାଗୁଛି ସେ ସେହି ହୋଟେଲ ରେ ଖାଇ ନିଅ ।
ଆମେ ସମସ୍ତେ ପାଖ ବିଶ୍ରାମ ଗାର ରେ ଗାଧୁଆ ସାରି ଖାଇବା ପାଇଁ ବାହାରିଲୁ। ଆମେ ତିନି ସାଙ୍ଗ ଶଙ୍କର, ପ୍ରଦୀପ ଆଉ ମୁଁ ଷ୍ଟେସନ ପାଖରେ ଥିବା ଶିବ ମାର୍କେଟ ରେ ପହଞ୍ଚିଲୁ। ଗୋଟିଏ ହୋଟେଲ୍ ରେ ପହଞ୍ଚିଲୁ। ସେଠୀ ଆମେ ଖାଇବା ପାଇଁ କଣ କଣ ଅଛି ପଚାରିବାରୁ ସେ କହିଲା ଆପଣ ରୋଟି ଆଉ ଭାତ ଛାଡ଼ି ଆଉ ଯାହା ତରକାରୀ ଏବଂ ଭଜା ଖାଇବେ ସବୁ ପଇସା ଲାଗିବ। ଆମେ ଚିନ୍ତା କରିଲୁ ହଁ ଅଳ୍ପ ଖାଇ ନେବା । ସମସ୍ତେ ବସିଲୁ କିନ୍ତୁ ଏଠି ମୋ ସାଙ୍ଗ ପ୍ରଦୀପ ର ପ୍ରଶ୍ନ ଥିଲା ଯେ କେତୋଟି ରୋଟି ଫ୍ରି ଅଛି। ହୋଟେଲ ମାଲିକ ମନେ ମନେ ଭାବିଲା ଯେ କେତେ ଖାଇବେ, ଅଧିକ ହେଲେ ୫-୭ ଟି ରୋଟି ଖାଇବେ। ଆମେ ସମସ୍ତେ ଗୋଟିଏ ଗୋଟିଏ ପ୍ଲେଟ ଅର୍ଡର୍ କରିଲୁ। ପ୍ରଦୀପ ପୁଣି ପଚାରିଲା କେତୋଟି ରୋଟି ପ୍ଲେଟ ରେ ଦେବେ। ହୋଟେଲ ମାଲିକ ଅଳ୍ପ ଗାଢ଼ କଣ୍ଠରେ କହିଲା, ଆଜ୍ଞା ଆପଣ ବସନ୍ତୁ ନା?? ଆପଣ ଯେତେ ଖାଇବେ ସେତିକି ଦେବୁ। ପ୍ରଦୀପ ପୁଣି ପଚାରିଲା। ସେତିକି ଦେବ ନା? ମାଲିକ ପୁଣି ହଁ ମାରିଲା ।
ପ୍ରଦୀପ ଆମ ଦୁହିଁଙ୍କ କହିଲା । ଆଜି ପର ଠାରୁ ଏ ହୋଟେଲ ମାଲିକ ଆଉ କାହାକୁ ଫ୍ରି କହିବ ନାହିଁ । ସମସ୍ତେ ଭୋକରେ ଆଉଟୁ ପାଉଟୁ। ତିନି ଜଣ ସାଙ୍ଗ ପ୍ରଥମେ ତିନୋଟି ଲେଖାଏ ରୋଟି ଖାଇଲୁ ତାପରେ ଶଙ୍କର ଏବଂ ମୁଁ ଶେଷ ଥର ପାଇଁ ଆଉ ଗୋଟିଏ ଲେଖାଏଁ ରୋଟି ମାଗିଲୁ କିନ୍ତୁ ପ୍ରଦୀପ ଦୁଇଟି ମାଗିଲା ।
ସେପଟେ ରୋଟି ଗରମ କରି ସଙ୍ଗେ ସଙ୍ଗେ ଦିଆ ଯାଉଥିଲା । ଜଣେ ରୋଟି କୁ ବନେଇ ଦେଉଥିଲେ ଆଉ ଜଣେ ନିଆଁ ଭାଟି ରେ ତାକୁ ଗରମ କରି ଆମକୁ ପରଷି ଦେଉଥିଲେ ।
ହୋଟେଲ ମାଲିକ ଖୁସି ଥିଲା । ସେ ଭାବିଲା କି ଦଶ ଥର ପଚାରୁଥିଲେ ଯେମିତି ଏମାନେ ଅଗଣତି ରୋଟି ଖାଇ ଚାଲିବେ ବୋଲି ଏବଂ ହୋଟେଲ ମାଲିକ ର ଭାବନା ବିଲକୁଲ ଠିକ୍ ଥିଲା ଏବଂ ତାହା ହିଁ ହେଲା । ଆମେ ଦୁଇଜଣ ଚାରୋଟି ରୋଟି ଖାଇବା ପରେ ହାତ ଧୋଇ ପୁଣି ଟେବୁଲ୍ ରେ ବସିଲୁ କିନ୍ତୁ ପ୍ରଦୀପ ର ଖାଇବା ସରି ନଥିଲା ।
ଆମେ ଦୁହେଁ ପ୍ରଦୀପ କୁ ଅପେକ୍ଷା କରିଲୁ। ସେ ପୁଣି ଥରେ ଦୁଇଟି ରୋଟି ମାଗିଲା । ମାଲିକ ମଧ୍ୟ ପୁଣି ଦୁଇଟି ରୋଟି ଆଣି ଦେଲା। ହୋଟେଲ ମାଲିକ ମନରେ ତେବେ ପର୍ଯ୍ୟନ୍ତ ଶୋକ ର ଛାୟା ଦେଖା ଯାଉ ନଥିଲା କିନ୍ତୁ ଯେତେବେଳେ ପ୍ରଦୀପ ପୁଣି ଥରେ ଦୁଇଟି ରୋଟି ର ଅର୍ଡର ଦେଲା। ହୋଟେଲ ମାଲିକ ମନ ଅଳ୍ପ ଦୁଃଖ ହେଲା ଭଳି ପ୍ରତିତ ହେଉଥିଲା । ସେତେ ବେଳକୁ ପ୍ରଦୀପ ୯ ଟି ରୋଟି ଖାଇ ସାରିଥିଲା। ଠିକ୍ ଗୋଟିଏ ମିନିଟ ପରେ ପ୍ରଦୀପ ପୁଣି ଦୁଇଟି ରୋଟି ମାଗିଲା। ଏଥର ମାଲିକ ସହିତ ଅନ୍ୟ ଦୁଇଟି ଲୋକ ଙ୍କ ମନରେ ଦୁଃଖ ଝଲସି ଗଲା ଏବଂ ଆମ୍ଭ ମାନଙ୍କୁ ବଡ ବଡ ଆଖି କରି ଚାହିଁ ରହିଲେ, ସେ କହି ପାରୁ ନଥିଲେ କିନ୍ତୁ ଦେବାକୁ ବାଧ୍ୟ କାରଣ ଆମ୍ଭ ମୁହଁକୁ ଦେଖି ସେ ଭାବିଥିଲା ଅଳ୍ପ ଖାଇବେ କିନ୍ତୁ ହୋଟେଲ ମାଲିକ ର ଧାରଣା ର ବିପରୀତ ମୁଖି ହେବାର ଦୃଶ୍ୟମାନ ହେଉଥିଲା। ପୁଣି ପ୍ରଦୀପ ଦୁଇଟି ରୋଟି ଅର୍ଡର୍ ଦେଲା । ହୋଟେଲ ରେ କାମ କରୁଥିବା ଦୁଇଟି ଲୋକ ର ହାତ ଅଳ୍ପ ଧିର ହେବାର ଲାଗୁଥିଲା।
ସେମାନେ ଭାବିବାକୁ ବାଧ୍ୟ ହେଲେ ଯେ , ରୋଟି ଆଉ ଭାତ ଫ୍ରି ବୋଲି କାହିଁକି କହିଥିଲୁ। ଏମିତି ଦୁଇଟି ଦୁଇଟି କରି ପ୍ରଦୀପ ୧୯ ଟି ରୋଟି ଖାଇଲା । ଖାଇବା ପରେ ହୋଟେଲ ମାଲିକ ପ୍ରଦୀପ କୁ ରାଗ ମୁଖରେ ଦେଖୁଥିଲା । ଯେତିକି ଟଙ୍କା ର ଦାମ ଆଗରୁ କୁହାଯାଇଥିଲା ସେତିକି ଟଙ୍କା ହିଁ ପ୍ରଦୀପ ଦେଲା । ନିୟମ ମୁତାବକ ହୋଟେଲ ମାଲିକ କଥା ଦେଇଛି ଆଉ ଯଦି କଥା ନ ରଖିବେ ତେବେ ଖରାପ ହେବ ଏବଂ ସେ ହିସାବରେ ହୋଟେଲ ମାଲିକ ମଧ୍ୟ ଚୁପ୍ ରହିବାକୁ ବାଧ୍ୟ ହେଲା । ଆମେ ମଧ୍ୟ ହସି ହସି ସେଠୁ ଫେରିଲୁ। ପ୍ରଦୀପ ଆମେ ଦୁଇ ଜଣଙ୍କୁ କହି ଉଠିଲା ଯେ, ତାକୁ ଫ୍ରି ବୋଲି କହି ବାର ନଥିଲା । ହୋଟେଲ ମାଲିକ ଆଉ ସେ ଦୁଇ ଜଣ ଆମ ମାନଙ୍କୁ ବୁଲି ବୁଲି ଚାହୁଁଥିଲେ ।
ସେ ଘଟଣା ର ତିନି ମାସ ପରେ । ମୁଁ ନିଜେ ଛୁଟି ନେଇ ଗାଁ କୁ ଆସୁଥିଲି । ସେତେବେଳେ ଟ୍ରେନ ଦୁଇ ଘଣ୍ଟା ବିଳମ୍ବ ଯୋଗୁଁ ମୁଁ ପୁଣି ସେମିତି ସନ୍ଧ୍ୟାରେ ସେ ଶିବ ମାର୍କେଟ କୁ କିଛି ଖାଇବାକୁ ଗଲି। ତେବେ ମୁଁ ପୁଣି ସେହି ହୋଟେଲ ରେ ପହଞ୍ଚିଲି। ସେତେବେଳେ ସେ ହୋଟେଲ ମାଲିକ ମୋତେ ଦେଖି ଚିହ୍ନି ପଚାରି ବାକୁ ଲାଗିଲା ଯେ ଆପଣଙ୍କ ସାଙ୍ଗ ଆଜି ଆସି ନାହାନ୍ତି କି ? ମୁଁ ଅଳ୍ପ ମୁରୁକି ହସ ଦେଇ କହିଲି ନା ସେ ଆସିନି। ମୁଁ ପଚାରିଲି ଯେ ଗୋଟିଏ ପ୍ଲେଟ କେତେ ରେଟ୍?? ସେ ସେଦିନ କହିଥିବା ରେଟ୍ କହିଲା କିନ୍ତୁ ରୋଟି କେବଳ ଚାରୋଟି ଥିଲା । ମୁଁ ଅଳ୍ପ ମୁରୁକି ହସ ଦେଇ ପଚାରିଲି ଯେ, ଗତ ଥର ଆସିଥିଲୁ ରୋଟି ଆଉ ଭାତ ଫ୍ରି ଥିଲା ଆଉ ଏବେ ଫ୍ରି ନାହିଁ କି ?? ହୋଟେଲ ମାଲିକ କହିଲା, ଆପଣ ସେଦିନ ଖାଇ ସାରି ଯିବାର କିଛି ଦିନ ପରେ ସବୁ ଜିନିଷରେ ରେଟ ବଢ଼ିଗଲା ଏବଂ ଫ୍ରି ଦେଲେ ଲାଭ ହେବ ନାହିଁ ତେଣୁ ମେନୁ ରେ ପରିବର୍ତନ କରି ଦେଲି । ମୁଁ ମନେ ମନେ ଭାବିଲି । ବୋଧେ ପ୍ରଦୀପ ଖାଇବା ପରେ ହୋଟେଲ ମାଲିକ ର ମନରେ ପରିବର୍ତ୍ତନ ଦେଖା ଦେଲା।
ସେଠୁ ମୁଁ କେବଳ ଚାରୋଟି ରୋଟି ହିଁ ଖାଇଲି ଏବଂ ଅଳ୍ପ ହସ ରେ ସେଠୁ ବାହାରି ଆସି ପ୍ରଦୀପ କୁ କଲ କରି କହିଲି ଯେ ତୋ ଯୋଗୁଁ ସେ ହୋଟେଲ ମାଲିକ ତାର ଫ୍ରି ଉଠେଇ ଦେଲା । ପ୍ରଦୀପ ମଧ୍ୟ କହିଲା, ସେ କେବେ ମୋତେ ଭୁଲିବ ନାହିଁ ।
ତେବେ ଏମିତି ଥିଲା କିଛି ଘଟିଥିବା ମୋ ସହିତ କିଛି ବିଶେଷ ମୁହୂର୍ତ୍ତ।
ଯଦି ଏହି କାହାଣୀ ଟି ଭଲ ଲାଗିଥାଏ ତେବେ ସେୟାର କରିବାକୁ ଭୁଲିବେ ନାହିଁ ।
ଧନ୍ୟବାଦ ।
King Yama’s Messenger (Short story)
By the time I went to sleep that night, it was midnight. The mosquito net was ready to sleep. There is no question of getting up early in the morning because the Next day is Sunday. I put my mobile on the table 2 feet away and fell asleep.
After about 1 hour suddenly a grasshopper came and sat near my ear and my sleep was disturbed. I tried to grab the grasshopper and pull it out but she is holding my skin so tightly that she doesn’t want to let go of me. I felt that if I pulled too hard, my skin would shrivel up with the jingle. I gave up but I was afraid that she might bite me and I might get some infectious disease. I tried again but failed. Now I thought I can’t do it anymore.
I sat up. Suddenly I heard someone saying something
“What did you lose?? Failed to try?? “
I looked around the bed in fear, there was no one. Other friends are deep sleeping. Fear arose in my mind. He asked again “Didn’t you find me?”
I asked who are you, she said in a low voice “I am sitting next to your ear?”
To tell you the truth, I was so scared that my body began to sweat, and I started shaking with fear.
My mouth trembled, I asked again in a half-hearted voice, “Who are you, go away??”
On my questions, she said, “Do you want to know why have I come here? I must go, but I will take something with me?” But you have to obey whatever I say and do it??”
I said no!!! I won’t obey anything?
She said with a smile, “you have to obey you.”
I asked her why?
grasshopper said, time will tell you the answer to your every question, I am only a messenger for someone of this time.
I asked again in fear!
“What do you want from me?”
Out of fear, I could not dare to touch that grasshopper/messenger.
The messenger said, “What I want, what I want to do, I will tell you and you have to do it.” Otherwise, your life will be gone at this moment.
Everyone’s greed for his life is why he wants to lose.
I asked
“If I obey you, will you give me back my life?”
He said, “I told you from the beginning, didn’t I?”
I am a messenger only!!
My job is just to get you on time.
I am not obliged to answer more questions than that.
“Now you will follow me,” said the messengers, “if you turn back, you will surely die.”
I was forced to obey the messenger’s words.
He asked me to come out of the mosquito net and reach the porch.
After saying this, she flew away from my ear.
I was shaking with fear and seeing him understand I took a few breaths and thought to myself, I grew up anyway.
But I heard the sound of that messengers once again.
“If anyone delays then I can’t tolerate it, come to the porch as soon as possible”
Now I came out of the mosquito net in a helpless state. I screamed and tried to wake up my friends but no one could hear me.
“No one can hear our voice now and we will try our best, no one will hear your words or voice,” said the messenger
I stepped forward.
I wanted to know if I could go back again but where my feet fall the flat ground grabs my feet and forces me to move forward.
I reached the porch in a precarious condition.
On the porch, I saw that the tree has grown. A man has turned into a rag. Messenger was standing on two legs and she was trying to call me on the other leg. The red cloth is fluttering on the body. He stands holding a 5-foot-long sword in his hand.
He was a messenger of Yama and time is the king of Yama.
I slowly started moving forward. I could not turn back. Even so, I cannot move my head to turn back.
And I followed the messenger in a desperate state. After about 10 steps. I couldn’t see anything I felt like I was blind but my feet kept moving forward.
I feel like I walked about 500 meters. Suddenly the messenger said to me.
Stand up, O man. I stood still. Suddenly there was a light in my eyes. A light flashes before my eyes.
I turned around and looked. He was not present as a messenger, It was dark all around. There was only one bright light in front of him.
A voice came from that bright light
“O man, your end has come.” Now you are far away from earth. If you have a last wish then I am bound to fulfil your wish. Tell me, what do you want?
.
.
.
Just then, I heard a rustling sound.
.
.
.
.
Suddenly my sleep was interrupted. I thought, hey I had such a terrible dream and I just came back from dream rise but then my phone vibrates. When I tried to pick it up, it was cut. The phone call was from my friend Tushar.
Keeping the phone close. I came out of the mosquito net. I fold the mosquito net and kept it near the table. I re-sized the bed sheet and sat on the bed again.
I thought, what was this strange dream? Rubbing my face with my palms, I reached the porch.
I remembered that the messenger had called me to the porch in my dream. I continued to follow the road in the direction it told me to take.
After reaching the spot, I realized that there was no further road because there was only dense forest ahead.
In my right mind, I thought again. That was a dream, I wanted to go back.
Thinking so much, I turned back to go back. All of a sudden, my eyes fell on a grasshopper.
.
.
.
.
Fear again arose in the mind. My body trembled. I saw a grasshopper lying dead. That insect was a wild grasshopper. It’s about 7 inches or more.
Normal grasshopper length range from 5cm to 7cm. I’ve only seen up to 7 cm but this is weird it is about 7 inches long. A truly strange situation arose.
I came back with fear in my mind. I went to the bathroom and washed my face. I was forced to sit on the bed again and think.
Did Yam’s messenger come to pick me up???
And because he failed in his mission, her life was sacrificed???
Or a phone call that saved me from death??
What exactly is the truth???
I am trying to find ?? But I could not find the answer to that question.
If you have the answer to this question please let me know.
And you must write and tell how you like this story.
Thank you
A story from the authors directory.
Dark Night
Every second of that night was a painful second for me and such a night should never come into anyone else’s life! This is what I will pray to God.
Hello friends…
I have brought for you a true incident of my life. Many people liked my last article, hope you will like this one too. If you like reading till the end, then share this link with your friends too.
The story is December 2001, about 11 years old. This incident happened at my home in Solandi, Odisha. At that time in my family Baba, my mother, 02 sisters, 02 brothers and me. The sad thing is that my elder sister is no more in this world.
Coming to the story, it was severely cold in 2001, now the weather has become normal. Being the youngest, I was a beloved son to my mother and used to sleep daily in my mother’s lap only. Like every evening, that day also all the family members were going to sleep after having dinner.
Mother came to bed after cleaning the house and closing the door. My younger sister was sleeping on my left side. Younger sister but older than me. Before going to sleep, both of us used to sleep after drinking lukewarm milk. But that day he slept early. It will be around 11 to 12 at the night. My younger sister had also felt light sleep. Mother brought milk, like other days the milk was a bit hot that day. Mother was standing near the bed, and suddenly the younger sister got up in her sleep and pulled the blanket over her. My younger sister pulled the blanket and my mother’s feet were on top of that blanket. Mother had a glass of milk in her hand, she missed it and the glass of milk fell on my face and my left face was completely burnt. I started crying loudly. Everyone got up on hearing me cry. You must have felt how bad we feel if someone wakes us up while we are sleeping. But at that time I was crying out in pain. It was not an ordinary pain, it was such a pain of my life which was more dangerous than the pain of hell.
My mother started crying holding me in her arms, my younger sister also started crying holding me. It was about midnight, neighbours also came as soon as they heard my cry. My pain was increasing. When I touched my face, burnt flesh was also coming onto my hand. Everyone was worried about how to go to the hospital at night. The road from the village to the hospital was very bad. There was also the fear of wild animals at night. If it was too cold, then there could be trouble in going to the hospital at night. Mother said, let it be morning, we will go to the hospital. The elder father of the neighbour advised that after grinding the potato, apply it to the burnt area. He will feel good and will fall asleep. Along with pressing some pain killer, he put me to sleep.
I agreed after listening to him. But the burning pain was not reducing. The pain subsided for 15 to 20 minutes and later the pain started again. Due to the pain throughout the night, I could not stop crying, sometimes mother was giving advice and sometimes younger sister was advising that “try to sleep, wake up in the morning and go to the medical”. Throughout the night mother and younger sister were caressing me. Tears were not stopping from pain and eyes. In between, he was telling his mother that mother is feeling very pain. Tears were not stopping even in mother’s eyes. Just the words were coming “So ja babu” and “So ja babu”(in Hindi).
I could hear the ticking sound of the needle of the clock on the wall of the night. I have counted every second from midnight in the night till 05 o’clock in the morning. Throughout the night I was thinking that when would it be morning and would take me to the hospital. The night passed with tears and pain. Felt a little sleepy at 05 in the morning and started sleeping. The next day I was taken to the hospital. Tears well up in my eyes while writing this.
Stayed at home in custody for 03 months, doctors had given me under some pressure and advised me to stay at home by wearing some masks or towels. Strictly prohibited was forbidden to go out. Slowly the wound was getting healed and some wound was left. Before this incident, I used to go to take bath in the pond with my friends in the morning, but after this incident, I had to take bath at home. No one knew that even my friends did not know that my condition had happened. In school, the teacher used to ask about me, but everyone knew that he was unwell. One day I thought to take bath in the pond, mother had gone to the neighbourhood. I left the house and went to bathe in the pond. Covering my face with a towel, reached the pond. I was very happy to see the pond. Started taking bath, and while taking a bath a man was staring at me for a long time as to why he is not removing the towel from his face. In the end, he asked me why you are not taking off the towel.
I said “nothing just like that” and remained silent. He asked me again what happened. I remained silent again but he pulled my towel and saw my face. Seeing my face, he got shocked. He was surprised and asked me how did all this happen and when did it happen?? I said it has been 03 months ago. He got sad after seeing my face. And said Babu, don’t bathe with the water of the pond, it will not be right. It’s infectious. Take a bath at home. By then I had taken a bath. When I came back home, I saw that my mother was angry and asked where did you go?? Who told you to go out? Started scolding me a lot. Mother said, don’t go out, if it is sunny then your face will not be fine. It took about 04 to 05 months to recover. When I completely recovered, I started going to school. Due to the good pressure, not even a single burn mark remained on my face. But a scar remained on my face to perpetuate the memory. Whenever I see my face in the mirror, I feel the pain of that night for some time. when I remember the ticking of the clock The ticking word of a needle still echoes in my ears. And such a night should never come into someone else’s life! This is what I will pray to God.
There is some other story of my life, you can read it by going to the story section.
Thank you…
Are you interested in the army or other paramilitary forces
First of all, it is very important that try to awaken the desire in your mind.
People who have clicked to read this article. So he is interested in Army or any other force himself and is reading this article to wish his brothers and sisters and sons and daughters a bright future.
So I wish you the best. Your time is slowly running out. Don’t waste time. After reading the article, you must hurry.
So a golden opportunity for you is going on now November 2022. From now on your dream of joining a
force can come true.
It is much easier to become a government servant through other forces than to dream of the present army.
Why not the Army, if I say so, the Army, Navy and Air Force have changed in the Agnipath And the remaining forces were CRPF, CISF and other para-military forces. You can select them.
Yes, one thing to note. Always focusing on one goal, means some people are working in other states and take out time to practice running even after the job
straight but only 10 out of 100 people do it and the rest focus on their duties. And think if the notification comes out then running will start from that day.
But that is completely wrong, since it is said, “Sleeping son has no share”, then why should you leave your share? Yes if you are serious about the job then don’t waste your time by using it elsewhere.
Maybe I said it right??
Yes, there is no guarantee that those who are studying in the village or practising in the village after studying will be able to do this practice properly. And that too only 50 out of 100 people do. Then the question must be raised in your mind that only 10% of the company or other job is outside and only 50% of the village or city, why is it so low?
It is natural to have questions in your mind. And I am going to give his answer below.
The youths living in the village started their studies and running but only for a while. That is only 10% of the youth study and practice till the exam. Because they suffer from a lack of proper direction and cannot find a true guide. That’s why he feels weak after half of practice.
In the same way, a young person doing an outside job may practice for a few days but the duty changes and lack of proper rest. At that time money is more important than our future. It is the same for everyone. It is not so easy to build your future by working outside. It is easy to say but very difficult to show.
My purpose was to warn you to be quick about your future. Otherwise, only regret will be left later. So what did you think? There is time for you.
Yes, one of the thoughts that comes to the mind of young people is “to give the exam once this year, or to give the exam again next year” Do you know one thing?
Right now is the time you are going through. If you spend this time. So what will happen next year? what not Who knows? If you get the chance now, don’t miss this opportunity. Because opportunities come only once and never again.
It is not right to worry about how many posts are out there. Your only concern should be to get me a job and have seen the world.
And the biggest thing happened. It is not easy to get a constable job here. You have to study and enhance yourself. So don’t impede.
Time is gone and will not come again. Go and fill up your form today. The period is till November improve to the SSC site and register your name if you have done so then fill up the constable post.
The more you delay, the more your time will be sapped.
So what do you need?
See below
- Duration and time to fill up the form:
You can fill out the form from 27.10.2022 to 30.11.2022 till 11.00 pm. - The computer-based exam is in January 2023
- The date and till are not fixed.
If any question then comments with me.
Hope your luck will open up this year. Do the hard work and the fruits will surely be in your hands.
Open this site ssc.nic.in now.
ଆର୍ମି କିମ୍ବା ଅନ୍ୟ ଫୋର୍ସ ରେ ଯିବାକୁ ଚାହୁଁଛନ୍ତି ତେବେ ଏହି ଆର୍ଟିକଲ ଟି ଆପଣଙ୍କ ପାଇଁ !!
ପ୍ରଥମତଃ ଆପଣଙ୍କ ମନରେ ଇଚ୍ଛା ଜାଗ୍ରତ ହେବା ଅତ୍ୟନ୍ତ ଜରୁରୀ ।
ଯେଉଁ ମାନେ ପଢ଼ିବା ପାଇଁ ଏହି ଆର୍ଟିକଲ କୁ କ୍ଲିକ୍ କରିଛନ୍ତି। ତେବେ ସେ କୌଣସି ଭାବରେ ଆର୍ମି କିମ୍ବା ଅନ୍ୟ ଫୋର୍ସ ପ୍ରତି ନିଜେ ଇଛୁକ ଅଛନ୍ତି ତଥା ନିଜ ଭାଇ ଭଉଣୀ ଓ ପୁଅ ଝିଅ ଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ କାମନା ପାଇଁ ଏହି ଆର୍ଟିକଲ କୁ ପଢୁଛନ୍ତି ।
ତେବେ ମୁଁ ଆପଣଙ୍କୁ ଶୁଭେଚ୍ଛା ଜଣାଉଛି। ଆପଣଙ୍କ ସମୟ ଧୀରେ ଧୀରେ ଅତିକ୍ରମ ହୋଇ ଚାଲିଛି । ସମୟ ନଷ୍ଟ କରନ୍ତୁ ନାହିଁ। ଆର୍ଟିକଲ କୁ ପଢ଼ିବା ପରେ ନିଜକୁ ତତ୍ପର କରିବା ନିହାତି ଦରକାର ।
ତେବେ ଆପଣଙ୍କ ପାଇଁ ଗୋଟିଏ ସୁବର୍ଣ୍ଣ ସୁଯୋଗ ବର୍ତ୍ତମାନ ନଭେମ୍ବର ୨୦୨୨ ଚାଲିଛି । ବର୍ତମାନ ଠାରୁ ଆପଣଙ୍କ ଆର୍ମି କିମ୍ବା ଫୋର୍ସ ରେ ଜଏନ କରିବାର ସ୍ବପ୍ନ ପୁରା ହୋଇ ପାରିବ।
ବର୍ତମାନ ଆର୍ମି ର ସ୍ବପ୍ନ ଦେଖିବା ଅପେକ୍ଷା ଅନ୍ୟ ଫୋର୍ସ ମାଧ୍ୟମରେ ଆପଣ ସରକାରୀ କର୍ମଚାରୀ ହେବା ବହୁତ୍ ସହଜ ।
ଆର୍ମି କାହିଁକି ନୁହେଁ, ଯଦି ମୁଁ କହିବି, ଆର୍ମି , ନେଭି ଆଉ ଏୟାର ଫୋର୍ସ ତ ଅଗ୍ନିପଥ ରେ ବଦଳି ଗଲା । ଆଉ ବଞ୍ଚିଗଲା ବାକି ଫୋର୍ସ ମାନେ ସିଆରପିଏଫ୍, ସିଆଇଏସଫ ଆଉ ଅନ୍ୟ ଅର୍ଦ୍ଧ ସାମରିକ ବାହିନୀ ଗୁଡ଼ିକ । ସେଗୁଡିକ ଆପଣ ଚୟନ କରି ପାରିବେ ।
ହଁ ଗୋଟିଏ କଥା ଧ୍ୟାନ ଦେବେ । ସର୍ବଦା ଗୋଟିଏ ଲକ୍ଷ୍ୟ ଉପରେ ଫୋକସ୍ ଦେବେ, ମାନେ କହିବାର ଅର୍ଥ ଏହା ଯେ କିଛି ଲୋକ ଅଛନ୍ତି ବାହାର ରାଜ୍ୟ ରେ କାମ କରୁଥିବେ ଏବଂ ସେଠୀ କାମ କରି ମଧ୍ୟ ସମୟ ବାହାର କରି ଦୌଡ଼ ଅଭ୍ୟାସ କରନ୍ତି କିନ୍ତୁ ଏହା କେବଳ 100 ଜଣଙ୍କ ଭିତରୁ କେବଳ 10 ଜଣ ହିଁ କରନ୍ତି ଆଉ ବାକି ସମସ୍ତେ ନିଜର ଡ଼ିଉଟି ପ୍ରତି ଧ୍ୟାନ ଦିଅନ୍ତି ଏବଂ ଭାବନ୍ତି ଯେବେ ନୋଟିଫିକେସନ ବାହାରିବ ତେବେ ଦୌଡ଼ିବା ।
କିନ୍ତୁ ତାହା ବିଲକୁଲ ଭୁଲ କଥା, କଥା ରେ ଅଛି ପରା ” ଶୋଇଲା ପୁଅ ର ଭାଗ ନାହିଁ ” ତେବେ ନିଜ ଭାଗ କୁ କାହିଁକି ଛାଡ଼ିବେ । ହଁ ଯଦି ପ୍ରକୃତରେ ଆପଣ ଚାକିରୀ ପ୍ରତି ସିରିଆସ୍ ଅଛନ୍ତି ତେବେ ନିଜର ସମୟ କୁ ଅନ୍ୟ ସ୍ଥାନରେ ଉପଯୋଗ କରି ସମୟ କୁ ନଷ୍ଟ କରନ୍ତୁ ନାହିଁ ।
ବୋଧେ ମୁଁ ଠିକ୍ କହିଲି ନା ??
ହଁ ଯେଉଁ ମାନେ ଗାଁ ରେ ରହି ପଢୁଛନ୍ତି କିମ୍ବା ପଢା ସାରି ଗାଁ ରେ ରହି ଅଭ୍ୟାସ କରୁଛନ୍ତି ସେମାନେ ଏହି ଅଭ୍ୟାସ କୁ ଠିକ୍ ଭାବରେ କରି ପାରୁଥିବେ ବୋଲି ଆଶା ତାହା ପୁଣି ଗାରେଣ୍ଟି ନାହିଁ । ଆଉ ତାହା ମଧ୍ୟ 100 ଜଣ ରୁ କେବଳ 50 ଜଣ ହିଁ କରନ୍ତି। ହେଲେ ଆପଣଙ୍କ ମନରେ ପ୍ରଶ୍ନ ନିଶ୍ଚୟ ଉଠୁଥିବ ଯେ ବାହାରେ କମ୍ପାନୀ କିମ୍ବା ଅନ୍ୟ ଜବ୍ ରେ ରହି କେବଳ 10% ଆଉ ନିଜ ଗାଁ କିମ୍ବା ସହର ରେ ରହି କେବଳ 50% ହେବା, ଏତେ କମ୍ ହେବାର କାରଣ କଣ?
ଆପଣଙ୍କ ମନରେ ପ୍ରଶ୍ନ ଜାତ ହେବା ସ୍ବାଭାବିକ। ଆଉ ତାର ଉତ୍ତର ମୁଁ ତଳେ ଦେବାକୁ ଯାଉଛି ।
ଗାଁ ରେ ରହୁଥିବା ଯୁବକ ମାନେ ନିଜର ପଢ଼ାପଢ଼ି ଏବଂ ଦୌଡ ଅଭ୍ୟାସ ଆରମ୍ଭ କରିଥାନ୍ତି କିନ୍ତୁ କିଛି ସମୟ ପାଇଁ । ତାହା କେବଳ ୧୦% ଯୁବକ ହିଁ ପରୀକ୍ଷା ପର୍ଯ୍ୟନ୍ତ ପଢନ୍ତି ଏବଂ ଅଭ୍ୟାସ କରନ୍ତି । କାରଣ ସେମାନେ ଉଚିତ୍ ଦିଗ ର ଅଭାବ ର ଗ୍ରସିତ ହୁଅନ୍ତି ଏବଂ ତାଙ୍କୁ ପ୍ରକୃତ ଗାଇଡ ମିଳି ପାରୁ ନାହିଁ । ସେଥିପାଇଁ ସେ ଅଧା ଅଭ୍ୟାସ ପରେ ନିଜକୁ ଦୁର୍ବଳ ମନେ କରନ୍ତି।
ଠିକ୍ ସେହି ପରି , ବାହାରେ ଜବ୍ କରୁଥିବା ଯୁବକ କିଛି ଦିନ ଅଭ୍ୟାସ ତ କରନ୍ତି କିନ୍ତୁ ଡିଉଟି ବଦଳି ଏବଂ ଠିକ୍ ସମୟରେ ବିଶ୍ରାମ ଅଭାବ ହୋଇ ଯାଏ । ସେ ସମୟରେ ଟଙ୍କା ଅଧିକ ଗୁରୁତ୍ବ ଦେଖା ଯାଏ ନିଜ ଭବିଷ୍ୟତ ନୁହେଁ । ଏହା ସମସ୍ତଙ୍କ ପକ୍ଷେ ସମାନ ହୁଏ। ବାହାରେ ଚାକିରୀ କରି ନିଜ ଭବିଷ୍ୟତ ଗଢ଼ିବା ଏତେ ସହଜ ନୁହେଁ। କେବଳ କହିବା ସହଜ କିନ୍ତୁ କରି ଦେଖାଇବା ବହୁତ୍ କଷ୍ଟ ।
ମୋର ଆପଣଙ୍କୁ ସଚେତନ କରେଇବା ର ଗୋଟିଏ ଲକ୍ଷ୍ୟ କେବଳ ତାହା ହେଲା ନିଜ ଭବିଷ୍ୟତ ପ୍ରତି ତତ୍ପର ହୁଅନ୍ତୁ । ନହେଲେ ପରେ କେବଳ ଅନୁତାପ ହିଁ ରହିଯିବ । ତେବେ କଣ ଚିନ୍ତା କରିଲେ । ସମୟ ଅଛି ।
ହଁ ଗୋଟିଏ ଚିନ୍ତାଧାରା ପ୍ରାୟ ଯୁବକ ଙ୍କ ମନରେ ଆସେ ତାହା ହେଲା ” ଏହି ବର୍ଷ ଥରେ ଏକ୍ସାମ ଦେଇ ଦେବା, ନହେଲେ ପର ବର୍ଷ କୁ ପୁଣି ଥରେ ଏକ୍ସାମ୍ ଦେବା” ହେଲେ ଗୋଟିଏ କଥା ଆପଣ ଜାଣିଛନ୍ତି କି ?
ବର୍ତ୍ତମାନ୍ ଆପଣ ଯୋଉ ସମୟ ଦେଇ ଗତି କରୁଛନ୍ତି ତାହା ହେଉଛି ଉଚିତ୍ ସମୟ। ଯଦି ଏହି ସମୟ କୁ ଅତିବାହିତ କରି ଦେଲ । ତେବେ ଆର ବର୍ଷ କୁ କଣ ହେବ ? କଣ ନାହିଁ ? କିଏ ଜାଣେ ? ଯଦି ବର୍ତ୍ତମାନ ଆପଣଙ୍କୁ ସୁଯୋଗ ମିଳିଛି ତେବେ ଏହି ସୁଯୋଗ କୁ ହାତ ଛଡା କରନ୍ତୁ ନାହିଁ । କାରଣ ସୁଯୋଗ କେବଳ ଥରେ ଆସେ ବାରମ୍ବାର ଆସେ ନାହିଁ ।
ଯେତେ ପୋଷ୍ଟ ବାହାରିଛି ତାହା ଆପଣଙ୍କ ଚିନ୍ତା ଜନକ ହେବା ଠିକ୍ ନୁହଁ । ଆପଣଙ୍କ ଚିନ୍ତା କେବଳ ଗୋଟିଏ ହେବା ଦରକାର ଯେ ମୋତେ ଚାକିରୀ କରି ଦୁନିଆ କୁ ଦେଖେଇବାର ଅଛି ।
ଆଉ ସବୁଠୁ ବଡ କଥା ହେଲା । ଏଠି କନଷ୍ଟେବଳ ଚାକିରୀ ମିଳିବା ମଧ୍ୟ ସହଜ ନୁହେଁ । ତାହା ପ୍ରତି ପଢ଼ିବା ଦରକାର ଏବଂ ନିଜକୁ ଦୃଢ଼ କରିବାକୁ ହେବ । ତେବେ ଡେରି କରନ୍ତୁ ନାହିଁ ।
ସମୟ ଥରେ ଚାଲିଗଲେ ଆଉ ଆସିବ ନାହିଁ । ଆଜି ହିଁ ଯାଇ ନିଜ ଫର୍ମ ଫିଲ ଅପ୍ କରନ୍ତୁ । ୩୦ ନଭେମ୍ବର ପର୍ଯ୍ୟନ୍ତ ଅବଧି ଅଛି । SSC ସାଇଟ୍ କୁ ଯାଆନ୍ତୁ ନିଜ ନାମ କୁ ରେଜିଷ୍ଟର କରନ୍ତୁ ଯଦି ଅବା କରିଛନ୍ତି ତେବେ କନଷ୍ଟେବଳ ପଦ କୁ ଫିଲ ଆପ୍ କରନ୍ତୁ।
ଯେତେ ଲେଟ୍ କରିବେ ସେତେ ଆପଣଙ୍କ ସମୟ ନଷ୍ଟ ହେବ ।
ତେବେ କଣ କଣ ଦରକାର
ତଳେ ଦେଖନ୍ତୁ
୧. ଫର୍ମ ଫିଲ ଅପ୍ କରିବା ଅବଧି ଏବଂ ସମୟ:
୨୭.୧୦.୨୦୨୨ ଠାରୁ ୩୦.୧୧.୨୦୨୨ ତାରିଖ ରେ ରାତି ୧୧.୦୦ ପର୍ଯ୍ୟନ୍ତ ଫର୍ମ ପୂରଣ କରି ପାରିବେ।
୨. କମ୍ପ୍ୟୁଟର ରେ ଏକ୍ସାମ ଅଛି ଜାନୁଆରୀ ମାସରେ
୩. ତାରିଖ ଏବଂ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇ ନାହିଁ ।
ଯଦି କିଛି ପ୍ରଶ୍ନ ଅଛି ତେବେ ମୋତେ କମେଣ୍ଟ କରନ୍ତୁ ।
ଆଶା କରୁଛି ଏହି ବର୍ଷ ଆପଣଙ୍କ ଭାଗ୍ୟ ଖୋଲିବ । କଷ୍ଟ କରନ୍ତୁ ଏବଂ ଫଳ ନିଶ୍ଚିତ ଭାବେ ଆପଣଙ୍କ ହାତ ମୁଠାରେ ରହିବ ।
ssc.nic.in ଏହି ସାଇଟ୍ କୁ ଏବେ ହିଁ ଓପନ କରନ୍ତୁ ।
Bless
A man goes to a rickshaw puller with heavy luggage. Rickshaw puller age will be around 50. Many people ask him how much money he will get to go to the metro. Rickshaw puller speaks for 20 rupees. But from there battery rickshaw costs Rs 10. This man said to that rickshaw driver that please take 10 rupees. he could easily reach the metro on foot; he had a lot of time. There was no battery rickshaw there. Seeing the stuff, the person became a little lazy. The man stepped forward and while leaving, the sound of Rickshaw puller again came from behind. How much will you give brother? That person said that I will give 10 rupees, Rickshaw puller said please give 15 rupees, I am standing for a long time, I have not found any person for going metro. If you walk with my puller, so i will get 10-20 rupees. Seeing the face of that person rickshaw, said Uncle, if you take 10 rupees, then come on or else I will leave the battery rickshaw. Seeing the heavy stuff, Rickshaw puller said yes and said, let’s give 10 rupees sir. The man sat in the rickshaw and after walking some way an old lady was walking. Rickshaw puller told that the person to sit down mother. To make that old woman sit, Rickshaw puller asked permission from that person. The old lady was made to sit on the permission of the person. There was a lot of crowds on the way. From there the distance of the metro station will be around 1 km. Rickshaw puller, giving voice to the crowd, was taking his rickshaw forward. Sometimes he used to get down from the rickshaw and sometimes when the way was clear, he used to pedal again in the rickshaw and take it forward. It was 6 o’clock in the evening. The weather was normal but not hot. The person noticed that Rickshaw puller was getting very tired. Actually, he had worked hard.
Was about to reach the metro station. The person asked Rickshaw puller, uncle Jee, how much do you earn in a day. So, Rickshaw puller said, “What should I tell, sir, these batteries rickshaw have been stopped in our business. Sometimes it is 1000, sometimes it is 500 and sometimes it is also 100 with great difficulty. So, the person again questioned, who lives in your house? So, Rickshaw puller replied a little sadly. Me and my wife”. The person asked whether there is no son or daughter? Rickshaw puller replied “What can I tell sir, everyone has become selfish. The son lives outside with the daughter-in-law and the daughter used to come sometimes, nowadays even the sow does not come. What does the son do, again the person asked? In response, Rickshaw puller has worked as a laborer and lives at a distance of one kilometer from my house. Again, the person was strong that he could stay with you, why do you live outside. Rickshaw pullers came with tears in his eyes and replied that “daughter-in-law does not like to drive a rickshaw and she does not like with living with him. That’s why he stays outside”. I have a compulsion; it is going to be 20 years from today while driving a rickshaw. How do I leave this business?
By then the metro station had reached. The person asked Rickshaw puller how much happened? Rickshaw puller said, “Give me what you want to give sir.” The person said 10 rupees, right? So, Rickshaw puller said “ok Babuji” give it. The person asked again how much? Rickshaw puller said if you give 15 it will be good. The person said we had a talk 10 that you are speaking 15 again. After saying this, the person took out Rs 100 and gave it to the Rickshaw puller, Rickshaw puller took out some coins and notes from her pocket. The person asked how much have you earned today? Rickshaw puller replied that the amount of money in my hand! That’s the only income. The person asked how much this is, Rickshaw puller counted and told that Rs 335 / – has been earned since morning till now. The person tells the Rickshaw puller ok all of this you will take it, Rickshaw puller said no sir, i will return rest of amount except my charge. The person smiled a little and said again, keep this 100 / – rupees. It’s 100 rupees less for the hard work you put in. After listening to this, Rickshaw puller looked astonished and kept looking. The next moment Rickshaw puller had a smile on his face. Maybe the person wanted to see Rickshaw puller smile. Rickshaw puller saluted the person with folded hands and said thank you sir. May all your wishes come true and wherever you are, may God keep you well. The person also thanked him and started moving forward.
The person went a little further and saw that the other Rickshaw hair was pointing towards that person and was saying something and was looking at 100 rupees again and again. As if his happiness has doubled. The person was saluted from a distance by Rickshaw puller. The man went towards the metro station.
Friends, even today some people live in the world where they like to donate happily for a smile of the poor. Many people could have come from that rickshaw by paying 10 or 15 rupees. I don’t know why such pity came in the mind of that person.
Do a lot in the world but you get the blessings of a poor man, don’t you? So, you are a lucky man. In front of this blessing, even the biggest of valuables will fall short. No matter how much money you spend, you cannot buy the kindness and blessings of the poor. Donating with your wish is also a virtue. After donating you will definitely get happiness, it is my feeling.
If you like this post, then share it with everyone.
Thank you