All posts by N Bhuyan

Digital Creator and professional Writer

ଫେରାଇ ଦେଉଛି


Pherai deuchhi
 
 
 
ମୁଁ ଆଜି ଫେରାଇ ଦେଉଛି..
ତୁମ ରାଗ ଅଭିମାନ….
ଓଠକୁ ଛୁଇଁ ଯାଉଥିବା ଲୁହକୁ,
ମନ ଭିତରେ ଉଙ୍କି ମାରୁଥିବା….
ଅବିଶ୍ୱାସ…. ଅବାସ୍ତବ ସବୁ….।
ମୁଁ ଆଜି ଫେରାଇ ଦେଉଛି ..
ତୁମ ହସ କୁ.. ତୁମ ଲାଜ କୁ…
ତୁମ ମନର…  ହୃଦୟର ଭାବନା ସବୁ…
ତୁମେ ଥରେ ଦେଖି ନିଅ..
ମୋ ପାଖରେ ରଖିଥିବା…
ତୁମ ସମ୍ମାନ…. ତୁମ ବାସ୍ତବତା…
ବିଶ୍ୱାସ ଆଉ ପବିତ୍ରତା…..
ତୁମ ଅଧିକାର କୁ…
ମୁଁ ଆଜି ଫେରାଇ ଦେଉଛି ……
 
 
ନୀଳମାଧଵ ଭୂୟାଁ
…..ଙ୍କ କଲମରୁ
 
Follow My Blog

Lifestyle Changing Thoughts in Hindi (Part-11)




LCT-61:
किसीके बारे में बेकार चिंता अर्थात अपनी समय का बरबाद करना बराबर है  ।
सुप्रभात
अपने लिए और परिवार केलिए सोचना अर्थात समय का सही उपयोग माना जाता है ।।

 


LCT-62:
जहां पे प्रतिदिन बरशात होता है
वहां बारिश का हालचाल नहीं पूछा जाता।
अर्थात
कोई कार्य को किसी ब्यक्ति के द्वारा प्रतिदिन किया जाता हैं तो
उशी कार्य के बारे में पूछताछ करना मुर्खता है ।।


LCT-63:
समय रहते हुए सही कार्य को चयन करना जरूरी है।
अर्थात
अगर समय को ब्यतीत कर दोगे तो आगे आपका हात खाली रहेगा । बर्तमान समय का कदर करें ।।


LCT-64:
कुछ ब्यक्ति निम्न स्थर से ऊपर जाने के बाद
अपनी परिचय को भूल जाते है।
तथा
इज़्ज़त और धन आपकी परिचय का मूल्य है,
इसके उपरांत सब शून्य है ।।


LCT-65:
दान करना महापुण्य है ।
जब दान ग्रहण कर्ता लोभमुक्त हो।।
सुप्रभात
याद रहे अपनी ऐसे द्रब्य को दान करें
जो आगे दुरुपयोग युक्त ना हो ।।


Surprise

Surprise
ମନ ଅସ୍ଥିର ହୋଇ ପଡ଼ିଲା ଯେବେ
ତମେ ନ ଆସିବ ବୋଲି ଜାଣିଲି…..
କହିପାରିଲିନି କି ଆସ ଥରେ ଦେଖା କରି ଯାଅ
ମନ କୁ ବହୁତ ବୁଝେଇଲି…
କିନ୍ତୁ ଅଶ୍ରୁ କୁ ରୋକିବା ମୋ ପାଇଁ କଷ୍ଟ କର ଥିଲା
ଗୋଟିଏ ମାସର ଉପରାନ୍ତ ରେ
ତୁମ କୁ ଦେଖିବାକୁ ବହୁତ ଇଛା ହେଉଥିଲା
ଦୁଃଖ ହେଲା କିନ୍ତୁ କହିଲି ନାହିଁ
ମନ ରେ ବହୁତ ବିଶ୍ୱାସ ଥିଲା କି….
ତୁମେ ଆସିବ ବୋଲି ??
କିନ୍ତୁ
ସେଦିନ ବିସ୍ମିତ ହେଲି
ତୁମକୁ ଦେଖିଲା ପରେ !!
ଖୁସିର ଲୁହ କୁ ରୋକି ପାରିଲିନି….
ଲାଗୁଥିଲା ଯେମିତି ସ୍ବପ୍ନ ରେ ଆସିଛ
ଶରୀର ସ୍ପର୍ଷ ଅନୁଭବ ରେ ଜାଣିଲି
ଯେ ତୁମେ ପ୍ରକୃତରେ ଆସିଛ ??
ମନ ରେ ଥିବା ସବୁ ଦୁଖଃ ଉଭେଇଗଲା
ଦୌଡ଼ି ଆସିଲି ତୁମ ପାଖକୁ।।
ଅଶ୍ରୁ ର ବନ୍ଧ ଭାଙ୍ଗି ଗଲା……
ଖୁସି ର ସୀମା ଟପି ଗଲା…..
ସେଦିନ ଜାଣିଲି !
ମୋ ହୃଦୟର ପ୍ରତି ଟି ଶବ୍ଦ କୁ
ତୁମେ ବୁଝି ପାରୁଛ…..
ସେଇ ବିସ୍ମୟକର ପରିସ୍ଥିତି ରେ ତୁମକୁ
ମନ ଭରି ଦେଖିଲି….
ମୋ ମନର ମଣିଷ ମୋ ସମ୍ମୁଖରେ
ଭାବନା ସତ ଥିଲା ।
ତୁମର ପ୍ରତି ଟି Surprise ମୋ ପାଈଁ
ଖୁସିର ଆଲୋକ ନେଇ ଆସିଛି
ଆଉ ସେ Surprise ମୋ ପାଇଁ
ଅଭୁଲା ସ୍ମୃତି ହୋଇ ରହିଯାଇଛି ।।
ରୁବି ନାହାକ
…….ଙ୍କ କଲମରୁ
Follow my Blog
Search on Poem Section

ବିମର୍ଷ ପୃଥିବୀ

Bimarsh prithibi
ବିମର୍ଷ ପୃଥିବୀ

ଆଜିର ଏ ଦୁନିଆକୁ ଯିଏ ଦେଖେ
କହିଥାଏ…..ଦୁନିଆରେ ସବୁ ଅଛି…….. କିଛି ନାହିଁ
କି ପ୍ରକାର ରହସ୍ୟ ଏଠି ?
ହସ ଖୁସି – ସୁଖ – ଦୁଖଃ ଆଉ ଲୁହ
ଏଠି ବାସ୍ତବତା ଅଛି, ସ୍ବପ୍ନ ମଧ୍ୟ
ସ୍ବପ୍ନ ଯେବେ ବିକଳ୍ପର ଦ୍ୱାର ଖୋଲେ
ବାସ୍ତବତା ନିର୍ଦ୍ଦୟ କଠୋର ହୋଇ
ତଳି ତଳାନ୍ତ କରିଦିଏ ।
ବସନ୍ତ ଏଠି ସ୍ବପ୍ନ ର ଅଭିପ୍ସା,
ଗ୍ରୀଷ୍ମ ତାକୁ ଦେଇଥାଏ ଉଜୁଡା ସମ୍ଭାର,
ଶ୍ରାବଣର ମାଦକତା, ଶୀତର ଚପଳତା,
ଏଠି ଅଛି ପଥରର ବିଗ୍ରହ, ପୁଣି…………
ଗଦା ଗଦା ପାହାଡ଼ ପର୍ବତ………..
ମୋହିନୀ ନିର୍ଝରିଣୀ ଅଛି ଆଉ
ପ୍ରବଳ ସ୍ରୋତସ୍ୱିନି
ଭସାଇ ନେବାକୁ ବନ୍ୟାଜଳେ……
ଅଛି ଏଠି ଜୀବନ……………..ଜୀବନ ସତ୍ତା
ସମାଜ ଅଛି ଏଠି ସଭ୍ୟତା ଏଠି
ଖାଲି କୁସଂସ୍କାର ଅନ୍ଧ ବିଶ୍ୱାସ…..
ଏହା କଣ ପୃଥିବୀ ??
ପୃଥିବୀ ର ବାସ୍ତବତା ??
ମନେ ହୁଏ ଏହି ପରା
ବିମର୍ଷ ପୃଥିବୀ ।।।
ନୀଳମାଧଵ ଭୂୟାଁ
ଙ୍କ କଲମରୁ……
Follow my Blog

ମା



ତୁମକୁ ଭୁଲି ପାରୁନି ବୋଲି ତ..

ସାନ୍ତ୍ୱନା ଦିଏ ଦି ଧାର ଲୁହ ପ୍ରତିଦିନ….

ତୁମ ବିନା ବଞ୍ଚି ପାରୁନି ବୋଲି ତ..

କଷ୍ଟ ଦିଏ ମୋତେ ପ୍ରତି ମୁହୂର୍ତ୍ତରେ….,

ତୁମ ଭଲ ପାଇବା…. 

ତୁମ ସ୍ନେହ ବୋଳା ଆଶୀର୍ବାଦ…..

ତୁମ ବିନା ନିଶ୍ୱାସ ବି ଅବିଶ୍ୱାସ ଲାଗୁଛି

ଏତେ ବଡ଼ ପୃଥିବୀରେ……

ଏକା ଏକା ବଞ୍ଚିବାର…….

ପୀଡା ଅନୁଭବରେ ଆଖିରୁ ଅଶ୍ରୁ ବଦଳରେ

ଲହୁ ଝରିଯାଏ…

ତୁମର ସେ ଦି ଗୁଣ୍ଡା ଖାଇବା

ମୋ ପାଈଁ ସ୍ବପ୍ନ ହୋଇ ପଡିଛି…

ପ୍ରତ୍ୟେକ ସନ୍ଧ୍ୟା ରେ ତୁମେ ମୋତେ

 ଖୋଜିବାର ସ୍ମୃତି ମନେ ପଡିଲେ 

ଆଖି ରେ କେବଳ ଅଶ୍ରୁ ର ବନ୍ୟା ଦେଖାଯାଏ

ଫେରାଇ ନିଅ ମା ମୋତେ

ସେ ସମୟ କୁ 

ଯୋଉ ସମୟରେ ତୁମ କୋଳ ମୋର

ଖେଳଘର ପାଲଟି ଥିଲା

ଆଉ ତୁମ ଆଖିର ଠାର ରେ

ମୋ ଓଠରେ ଆସୁଥିବା ହସ କୁ 

ଅନୁଭବ କରିବାକୁ ଚାହେଁ “ମା…”

ପୁଣି ଥରେ କୋଳେଇ ନିଅ ମୋତେ

ତୁମ ପଣତ କାନି ଦେଇ….

ପିଆଇ ଦିଅ..

ଦୁଇ ଟୋପା ଅମୃତ……..

ଆଉ

ଶାନ୍ତି ର ନିଦ୍ରା ରେ ଶୋଇ ଯିବା ପାଇଁ ….




ମନୋଜ କୁମାର ବେହେରା
……. ଙ୍କ କଲମରୁ



ବାପା

Father

ବାପା

ଆମ ହାତଧରି ଚାଲିବା ଶିଖାଇଛ
ବଂଚିବାର ମାର୍ଗ ଦର୍ଶକ ସାଜି…
ତୁମ ଭଲପାଇବା….
ତୁମ ପ୍ରେମ…… ବିଶ୍ୱାସ…. ତୁମ ସ୍ବପ୍ନ……
ତୁମର ବଳିଷ୍ଠ ନେତୃତ୍ୱରେ
ଆମେ ଏ ଯାଏଁ ପହଞ୍ଚି ପାରିଛୁ……
ଏତେ ବଡ଼ ପୃଥିବୀରେ …….।
ତୁମ ଆଶୀର୍ବାଦ….
ଆମ ଉଜ୍ଜ୍ବଳ ଭବିଷ୍ୟତକୁ……
ସୁପୁଷ୍ପିତ କରି ଦେଇଛି……
ତୁମର ତ୍ୟାଗ…… ତୁମର ଅକ୍ଲାନ୍ତ ପରିଶ୍ରମ……।
ଆମ ଆଶାର ଆକାଶ ଠାରୁ ବି…
ତୁମ ଭଲପାଇବା……
ତୁମର ସ୍ନେହ …..ପ୍ରେମ……ଆଶୀର୍ବାଦ…..
ବିଛାଇ ଦେଇଛ ବର୍ଷ ବର୍ଷ ଧରି
ଆମ ଓଠରେ ହସ ଟିକେ
ଦେଖିବା ପାଇଁ………।
ବାପା ତୁମକୁ ମୋର
ଶତ ପ୍ରଣାମ…..।।
ମନୋଜ କୁମାର ବେହେରା
ଙ୍କ କଲମରୁ……

ଅପହଞ୍ଚ ଇଲାକା




ଅପହଞ୍ଚ ଇଲାକା


ମନ ହଜିଯାଏ……
ବର୍ଷାର ପ୍ରତ୍ୟେକ ବିନ୍ଦୁରେ,
ଆଖି କୋଣରୁ ବାହାରୁଥିବା
ଲୁହ ବଦଳରେ….. ଛଳନାରେ,
ଅଟ୍ଟହାସ୍ୟରେ………!
ଅଭିଳାଷର ଉଚ୍ଚ ସୋପାନରୁ
ନିର୍ଦ୍ଦୟ ହୋଇ ଟାଣିନିଏ……
କେଉଁ ଏକ ନିଭୃତ-ନିଘଞ୍ଚ
ବେଦନାସିକ୍ତ ଅପହଞ୍ଚ ଇଲାକାକୁ
ଯେଉଁଠି ଥାଏ ଖାଲି 
ମିଥ୍ୟା ଅଭିମାନ,
ଦେଖାଇ ହେବା ଆଉ
ଅଭିନୟ କରିବା ।

ମନୋଜ କୁମାର ବେହରା
ଙ୍କ କଲମରୁ………       

Lifestyle Changing Thoughts in hindi (Part-10)




LCT-56:
कुछ लोग अपना अपना कहकर
सब कुछ हासिल करना चाहते हैं।
मगर हासिल करते करते उम्र निकल जाता है
जो कुछ हासिल किए थे
दूसरे के नाम पे छोड़ना पड़ता है ।।



LCT-57:
आपकी काबिलियत को दूसरे द्वारा तारीफ
मिलना मतलब  उसी कार्य मे आप सफल हुए हो।
और
अपनी काबिलयत को दिखाबा करना मूर्खता केहलाता है ।



LCT-58:
गलती होने के पश्चात
प्रथम कर्तब्य यह है कि गलती को कैसे सुधारा जाए, ना कि गलती करने वाले को दंड दीया जाय ।



LCT-59:
अपनों से दूरी बनाने की कोशिश में हार जाओगे ।
जब बो  दुनिया छोड़ जाएगा उसकी हार महसूस करोगे।।



LCT-60:
गम को कुछ समय केलिए भुला देता है।
मन हल्का तथा शरीर को पीड़ा मुक्त करता है ।।
अर्थात
यह महसूस कुछ समय केलिए है।
उसके पश्च्यात आपको गलत एहसास होता है । इसीलिए मदिरा पान का त्याग खुसी का उचित मार्ग है ।।




Clear the unused space


Hi friends

This information help us clear your unused space and storage of Whatsapp group and number
So lets start step by step
1. Open the WhatsApp and click the 03 dots 



2. Open the settings menu



3. Click the data and storage usage


4. Click the storage usage


5. You see the large amount of MB/GB storage occupied your number or Groups. The heavy storage occupied seen on top.


6. After opened the option you see the how many conversations text messages contacts, photos etc.. with how many space occupied will shown on the right. If you wish to clear the so Click the Free up space.


7. You choose and tick the option what you did not want and clear the space for free your ROM. Click the delete items(000MB/GB) etc.

After click the option a few seconds taken and free up your space.

So please the review in comment box 

Follow my web page











How to set a fingerprint


Hi friends this information helps you for lock and unlock through fingerprint on your WhatsApp application. So lets start step by step.

1. Open application on the above right corner click 03 dots for proceed for settings menu.




2.open Settings


3. Click Account settings


4. Click privacy settings


5. Go to last option Fingerprint lock





9.Then the option show enabled immediately



10.when u again start the WhatsApp ask for fingerprint
11. When you promt the fingerprint the application opened.
 



The above information are helpful so comments me.

Follow my Blogger

Follow the step through YouTube