ମୋ ଅଧୁରା ପ୍ରେମ

ମୋ ଅଧୁରା ପ୍ରେମ  ନବମ ଶ୍ରେଣୀର ଆରମ୍ଭ ହେବାର ପ୍ରାୟ ୦୫ ଦିନ ବିତିଗଲାଣି । ସ୍କୁଲ୍ ଆରମ୍ଭ ହେବାର ବେଲ୍ କିଛି ସମୟ ମଧ୍ୟରେ ବାଜିବ କିନ୍ତୁ ଠିକ୍ ସେ ସମୟରେ ମୋର ହୃଦୟର ବେଲ୍ ବାଜି ଗଲା। ସେତେବେଳେ ମୋ ସାଙ୍ଗ ଅଭୟ କୁ ହେଣ୍ଡସେକ କରି ତାର ଫେସ୍ କୁ ଦେଖିଲା ବେଳକୁ ହଠାତ୍ ଆକାଶ ର ପଛପଟେ ଗୋଟିଏ ସୁନ୍ଦରୀ ଝିଅ ଅତିକ୍ରମ କରି ସ୍କୁଲ୍ ବାରଣ୍ଡା କୁ ଯାଉଥିଲା । … Continue reading ମୋ ଅଧୁରା ପ୍ରେମ