Childhood Moments 2 ( ହଜି ଯାଇଛି ମୋ ପିଲା ଦିନ)

ହଜି ଯାଇଛି ମୋ ପିଲା ଦିନ ହଜି ଯାଇଛି ମୋ ବାଟି ଖେଳ, ଧାନ ଗଦା ଲୁଚ କାଳୀ ଖେଳ, ପୋଖରି ବୁଡ଼ା ଖେଳ, ତୋଟା ମାଳେ ଆମ୍ବ ଚଟଣୀ, ଆଉ ହଜି ଯାଇଛି ମୋ ନଡିଆ ସଢେଇ ରେ ରନ୍ଧା ହୋଇଥିବା ରୋଷେଇ । ହଜି ଯାଇଛି ମୋ ବୁମର୍ ଟାଟୁ ପଥର ଖେଳ, ବାଡି ଡିଆଁ, ବାଉଁଶ ଦୋଳି, ଆଉ ହଜି ଯାଇଛି ମୋ ସ୍କୁଲ୍ ର ଟୁ ଟେନ୍ ଛୁଟି। ହଜି ଯାଇଛି … Continue reading Childhood Moments 2 ( ହଜି ଯାଇଛି ମୋ ପିଲା ଦିନ)