ହେକର (Hacker)

Hacker କିଛି ବର୍ଷ ପୂର୍ବର ଘଟଣା, ଦିନେ ମୋର ଇଣ୍ଟରନେଟ ବ୍ୟାଙ୍କିଙ୍ଗ ର ପାସ୍ ୱର୍ଡ ଭୁଲ ଟାଇପ ଯୋଗୁ ମୋର ଇଣ୍ଟରନେଟ ବ୍ୟାଙ୍କିଙ୍ଗ ବ୍ଲକ ହୋଇଯାଇଥିଲା। ମୋର ନିତିଦିନ କାମ ରେ ଏତେ ବ୍ୟସ୍ତ ରହିଗଲି ଯେ 5 ମାସ ହେବ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ବ୍ୟବହାର କରିନଥିଲି ଯାହା ଫଳରେ ପାସ୍ ୱର୍ଡ ଭୁଲିଯାଇଥିଲି । ଏମିତି ସମୟ ବାହାର କରି ଦିନେ ପହଞ୍ଚିଲି ବ୍ୟାଙ୍କ୍ ରେ । କିଛି ସମୟ ପରେ ବ୍ୟାଙ୍କ୍ ମ୍ୟାନେଜର … Continue reading ହେକର (Hacker)