ଅଧୁରା କାହାଣୀ

ଅଧୁରା କାହାଣୀ !!! (ଏକ ଅଶ୍ରୁମୟ ଜୀବନ୍ତ ପୃଷ୍ଠା) ଅଦିନିଆ ବର୍ଷା ଭଳି କ୍ରିଷ୍ଣା ଅମର ଉପରେ ଚାପୁଡା ଆଉ ଗାଳି ବରଷି ଚାଲିଛି। କଣ ହେଲା ଯେ କେଜାଣି ?? ଅମର କ୍ରିଷ୍ଣା କୁ ଅନୁରୋଧ କରି କହୁଥାଏ ମୋତେ ଭୁଲି ଯାଅ କିନ୍ତୁ କ୍ରିଷ୍ଣା ର ରାଗ ଏତେ ପ୍ରଖର ଅବସ୍ଥାରେ ପହଞ୍ଚି ସାରିଥିଲା ଯେ ସେ ଚଣ୍ଡୀ ଭଳି ଅମର କୁ ଚାପୁଡା ମାରିବାରେ ଲାଗିଥିଲା । କିନ୍ତୁ ଏ କଣ ହଠାତ୍ … Continue reading ଅଧୁରା କାହାଣୀ