ସମସ୍ୟାର ସମାଧାନ କିପରି ହେବ ???

  ସମସ୍ୟାର ସମାଧାନ କିପରି ହେବ ଯେତେବେଳେ ମନ୍ଦିର କିମ୍ବା ମସଜିଦ ଦେଖାଯାଏ ମନରେ ଭକ୍ତି ଜନ୍ମ ନିଏ । ଆମେ ପ୍ରକୃତରେ ଏତେ ବ୍ୟସ୍ତ ହୋଇଯାଉ ଯେ ଭକ୍ତି ପାଇଁ ଆମ ପାଖରେ ସମୟ ହିଁ ନାହିଁ? ଉଦାହରଣ ସ୍ୱରୂପ, ଏକ ଆର୍ଟିକିଲ୍ ଟି ପଢ଼ିବା ପୂର୍ବରୁ, ଆମେ ଦେଖି ସାରିଲୁଣି ଯେ ଏହା କେତେ ବଡ ଏବଂ କେତେ ସମୟ ଲାଗିବ ଏବଂ ତାହାର ହିସାବ ମଧ୍ୟ କରା ସରିଛି । ବାସ୍ତବରେ ଆମେ … Continue reading ସମସ୍ୟାର ସମାଧାନ କିପରି ହେବ ???