ମୋର ଭାଲେନଣ୍ଟାଇନ୍

ସେଦିନ ୧୪ ଫ୍ରେବୃଆରି ସୋମବାର ଥାଏ, ମନ୍ଦିର ଗହଳି ଥାଏ ସମସ୍ତେ ଯେମିତି ଭଗବାନ ଙ୍କ ଭକ୍ତି ରେ ନିଜକୁ ସମର୍ପି ଦେଉଥିଲେ । ମୁଁ ମୋର ପ୍ରସାଦ ବ୍ୟାଗ୍ କୁ ପଣ୍ଡିତ କୁ ଦେଲି ଏବଂ କହିଲି ଭୋଗ ଲଗେଇ ଦିଅନ୍ତୁ । ପଣ୍ଡିତ ପଚାରିଲେ କାହା ନାମରେ ଲଗେଇବି। ମୁଁ ନିରୁପାୟ । ଭାବିଲି କାହା ନାମ କହିବି ?? ଅସଲ ରେ ମନ୍ଦିର ଆସିବା ମୋର ଅଭିପ୍ରାୟ ନଥିଲା। ମୋ ସାଙ୍ଗ ମୋତେ … Continue reading ମୋର ଭାଲେନଣ୍ଟାଇନ୍