ହେ ବାପା

ହେ ବାପା ତୁମେ କେବେ ନିଷ୍ଠୁର ହୋଇ ନଥିଲ,,ତୁମ ଚୁପ୍ ରେ ହିଁ ଅସରନ୍ତି ଭଲ ପାଇବା ଲୁଚି ରହି ଥିଲା,,ତୁମ ନାଲି ଆଖି ହିଁ ଆମ ଜୀବନର ଅନୁଶାସନ ଥିଲା,,ତୁମ ଚାପୁଡ଼ା ଉତ୍ତମ ରାସ୍ତା ର ପଥ ପଦର୍ଶକ ଥିଲା,,କିନ୍ତୁ ଭୁଲି ହେଉନି ସେ ସମୟକୁ ???ନା ଭୁଲି ହେବ ସେ ସମୟକୁ ???ମାତ୍ର ସେ ସମୟ ଗୁଡ଼ିକ ଏବେଅଙ୍ଗେ ନିଭା ସ୍ମୃତି ସାଜି,ଆଖି ପଟଳ କୁ ଓଦା କରି ଦିଏ । ଇତିତୁମ ଲହୁ … Continue reading ହେ ବାପା