ମଣିଷ କେବେ ହାରେ ନାହିଁ, ମାତ୍ର ସମୟ ମଣିଷ କୁ ଏମିତି ମୋଡରେ ନେଇ ଠିଆ କରିଦିଏ ସେ ନିଜକୁ ସମୟ ଆଗରେ ସମର୍ପଣ କରିଦିଏ ମାତ୍ର ସେ ଜାଣି ପାରେନା ପ୍ରକୃତରେ ଏହା ଗୋଟିଏ ପରୀକ୍ଷା ଯାହା ସମସ୍ତ ମଣିଷ କୁ ସେ ପରୀକ୍ଷାରେ ପାସ୍ କରିବାକୁ ପଡ଼େ। ଯିଏ ପାସ୍ କରି ପାରେନା ସେ ହାରି ଯାଏ ଏବଂ ବାକି ସମସ୍ତେ ସମୟ ସହିତ ତାଳ ମିଳେଇ ଆଗକୁ ବଢ଼ି ଯାଆନ୍ତି ।
Copy and paste this URL into your WordPress site to embed
Copy and paste this code into your site to embed