ଶେଷ ବିସର୍ଜନ (୧)

ରାହୁଲ ମୋବାଇଲ୍ ଖୋଲି ଫେସବୁକ୍ ରେ ଫୋଟ ଦେଖୁଥିଲା । ହଠାତ୍ ସୁଧିର ଆସି ପଚାରିଲା ଆରେ ରାହୁଲ ଏହି ମାସରେ ଗଣେଶ ପୂଜା କେବେ ପଡୁଛି। ଗଣେଶ ପୂଜା ଶୁଣି ରାହୁଲ କିଛି ସମୟ ଚୁପ୍ ରହିଗଲା । ଆଉ ତା ଆଖିରୁ ଦୁଇ ଧାର ଲୁହ ବାହାରିଗଲା । ସୁଧିର ତାର ରୁମମେଟ୍ ବେଙ୍ଗଲୁରୁ ର ଯଶବନ୍ତ ପୁର ରେ ଆଜ କୁ 2 ବର୍ଷ ହେଲା ରହୁଛନ୍ତି । ହେଲେ ଆଜି ଯାଏ … Continue reading ଶେଷ ବିସର୍ଜନ (୧)