ହେ ଗଜାନନ

ଆସିଛନ୍ତି ଆମ ଗଣେଶ ବାବାଚାଲ ଭାଇ ତାଙ୍କୁ ପୂଜା କରିବା.. ସାଥେ ଆସିଛନ୍ତି ମୂଷିକ ରାଜାଖେଳିବା ତା ସାଥେ କରିବା ମଜା.. ଖସା ଲଡୁ ତାଙ୍କ ଭାରି ସରାଗଶ୍ରୀଫଳ ନେଇଣ କରିବା ଭୋଗ.. ତାଙ୍କ ପାଇଁ ସଜା ପୂଜା ମଣ୍ଡପବସାଇବା ଦେଇ ଚନ୍ଦନ ଧୂପ.. ଯେସନେ ପ୍ରଭାତେ ଦେବତା ସୂର୍ଯ୍ୟଦେବା ଦେବୀ ମଧ୍ୟେ ସେ ଅଗ୍ର ପୂଜ୍ୟ.. ବିଦ୍ୟା ଦାତା ପ୍ରଭୁ ହେ ଗଜାନନବିଘ୍ନ ବିନାଶକ ଶିବ ନନ୍ଦନ.. ତୁମରି ଆଶିଷ କରୁଣା ପାଇଜୀବନର ନର୍କ ଯାଏ … Continue reading ହେ ଗଜାନନ