ଝିଅ ଟିଏ ମୁଁ

ଝିଅ ଟିଏ ମୁଁ ମୋର ମଧ୍ୟ ସମ୍ମାନ ଅଛି ।ମୁଁ ମଧ୍ୟ ଦୁନିଆରେ ମୁଣ୍ଡ ଉଠେଇବାଟ ଚାଲିବାକୁ ଚାହେଁ ।କଣ ଭୁଲ ଥିଲା ମୋର ?ଝିଅ ମାନଙ୍କ ଶରୀର ପ୍ରତି ଯଦିଏତେ ଅଭିଳାଷା ରହୁଛି ତେବେକିଛି ଟଙ୍କା ଦେଇ ବେଶ୍ୟାଳୟ ଯିବାରଇଚ୍ଛା ରଖିବା ଦରକାର ।ମୁଁ ଛୋଟ ଝିଅ ଟିଏ ।ଫୁଲ ଫୁଟିବା ଆଗରୁଚିଣ୍ଡେଇ ବାର ପ୍ରୟାସ କରୁଛ ? ତୁମକୁ ଲାଜ ଲାଗୁନି ।ଛି ରେ ମଣିଷ ।କଣ ଅବା ମୋର ଭୁଲ ଥିଲା !!କଣ ମନା … Continue reading ଝିଅ ଟିଏ ମୁଁ