ପରଦେଶୀ ଚଢ଼େଇ…

ପରଦେଶୀ ଚଢ଼େଇ ଯେ ଆମେନାହିଁ ଆମ ସ୍ଥାୟୀ ଘର,ପର ଦେଶେ ଆମେ କରି ଦୀର୍ଘ ଯାତ୍ରା ପାଲଟିଲୁ ଯାଯାବର.. ସ୍ବଦେଶ ରେ ସିନା ଜନ୍ମ ହେଲୁ ଆମେସେଠି ଆମେ ନୁହଁ ସ୍ଥାୟୀ,ଅର୍ଥର ଅଭାବ ପୂରଣ ପାଇଁ କିଆସିଛୁ ବିଦେଶ ଧାଇଁ… ସଭିଏ ଭାବନ୍ତି ବିଦେଶକୁ ଗଲାକମେଇବ କେତେ ଟଙ୍କା,ସେଇ ଟଙ୍କା ପଛେ କେତେ ପରିଶ୍ରମଅଣ୍ଟା ତ ହେଲାଣି ବଙ୍କା… ଯଦିବା ଖରାପ ହୁଏ ଆମ ସ୍ବାସ୍ଥ୍ୟଦେଖିବା କୁ କେହି ନାହିଁ,ଅସ୍ୱାସ୍ଥ୍ୟ ହେଲେ ବି ସହି ସ୍ବାସ୍ଥ୍ୟ ପୀଡ଼ାକାମକୁ … Continue reading ପରଦେଶୀ ଚଢ଼େଇ…