ସାର୍…

ସେଦିନ ସାର୍ ଙ୍କୁ ଦେଖି ବହୁତ୍ ବିଚଳିତ ହୋଇ ପଡିଲି । ନାଇଟ୍ ଡିଉଟି ରେ ପୁଣି ରାତି ଦୁଇଟା । ସାର୍ ଙ୍କୁ ମେଡିକାଲ ନେଇ ଆସିଥିଲେ ତାଙ୍କ ଭଣଜା। ହଠାତ୍ ଆପାତ କାଳିନ ୱାର୍ଡ ରେ ଭର୍ତ୍ତି କରାଗଲା। ସଙ୍ଗେ ସଙ୍ଗେ ଡାକ୍ତର ଆସି ଚେକ୍ ଅପ୍ କରିଲେ। ଭେଣ୍ଟିଲେଟର ପାଇଁ ଯୋଗାଡ କରାଗଲା ଏବଂ ଚିକିତ୍ସା ମଧ୍ୟ ଆରମ୍ଭ କରାଗଲା। କିଛି ସମୟ ପରେ ତାଙ୍କ ଚେତା ଫେରିଲା। ଅଳ୍ପ ଆଖି ଖୋଲି … Continue reading ସାର୍…