ଗୋଟିଏ ରାଜ୍ୟ ରେ ଜଣେ ରାଜା ଥିଲେ । ତାଙ୍କୁ ଗପ ଶୁଣିବାକୁ ଭାରି ଭଲ ଲାଗେ । ସେ ନିଜ ରାଜ୍ୟ ରେ ଘୋଷଣା କରିଲେ ଯେ ଯିଏ ରାଜାଙ୍କୁ ଭଲ ଗପ କହି ମନ ମୋହିତ କରି ପାରିବ, ରାଜା ନିଜ କନ୍ୟା ସହ ତାଙ୍କୁ ବିବାହ କରାଇବେ। ସାରା ରାଜ୍ୟ ର ଲୋକ ଏହି ଘୋଷଣାକୁ ଶୁଣି ଗପ କହିବା ପାଇଁ ଅଭ୍ୟାସ କରିଲେ । ସ୍ୱାଧୀନ ବୋଲି ଗୋଟିଏ ପିଲା ଥିଲା … Continue reading ବିଲେଇ ଆକାଶରେ ଉଡୁଛି
Copy and paste this URL into your WordPress site to embed
Copy and paste this code into your site to embed