ଜୟ ମା…

ଦୁର୍ଗତି ନାଶିନୀ ମା ଗୋ ଦେବୀ ଆଦି ଶକ୍ତି,ତବ ପାଦ ପଦ୍ମ ପୂଜି ପାଏ ଜୀବ ମୁକ୍ତି । ଆଗମନେ ଶୋଭା ପାଏ ସକଳ ଜଗତ,କାଶତଣ୍ଡି ପୁଷ୍ପେ ହୁଏ ଧରା ସୁଶୋଭିତ । ଚରଣେ କଙ୍କଣ ଶୋଭା, ମସ୍ତକେ ଚନ୍ଦ୍ରମା,କଣ୍ଠେ ଶୋଭା ରତ୍ନହାର, ନାହିଁ ତା ଉପମା । ଦଶଭୁଜେ ଦଶ ଅସ୍ତ୍ର ଘେନି କଲ ଯୁଦ୍ଧ,ଜଗତ କଲ୍ୟାଣ ହେତୁ ମହିଷାର ବଧ। ଅନ୍ଧକାର ନାଶି ହେଲା ଧରା ଆଲୋକିତ,ପାଇ ତବ କୃପାବିନ୍ଦୁ ଜୀବେ ଆନନ୍ଦିତ । … Continue reading ଜୟ ମା…