ଚନ୍ଦା ହିରୋ

ମୋ ସାଙ୍ଗ ଚେହେରା ଡଉଲ ଡାଉଲ,ହିରୋ ପରି ତାର ମୁହଁ ।ଝଡିଲାଣି ବାଳ ମୁଣ୍ଡରୁ ତାହାର,ସେଥିପାଇଁ ମନେ କୋହ।। ଭାରି ରୋମିଓ ସେ ରସିକ ନାଗର,ଗାଁ ର ଲଭର୍ ବଏ ।ବାଳକୁ ସଜାଇ ଷ୍ଟାଇଲ୍ ମାରେ ସେ,କହୁଥିଲା ହେଲୋ ହାଏ।। ବାହାରକୁ ଯେବେ ଗଲା ଆମ ହିରୋ,ଝଡିଲା ସେ ଦିନୁ ବାଳ।ପାନିଆ ବୁଲାଇ ଦେଖି ଦେଲା ଯେବେ,ମୁଣ୍ଡ ହେଲା ଗୋଳମାଳ।। ଭାବିଲା ମାରିବ ଔଷଧୀୟ ତୈଳ,ପୁଣି ଥରେ ହେବ ହିରୋଲଗାଇବା ଦିନୁ ଝଡ଼ିଲା ପ୍ରବଳ,ହିରୋ ରୁ ସାଜିଲା … Continue reading ଚନ୍ଦା ହିରୋ