ଗୋଟିଏ ଗାଁ ରେ ଛୋଟ ଜାତିର ପରିବାର ଟିଏ ରହୁଥିଲେ । ବାପା, ମା ଏବଂ ତାଙ୍କର ସୁନ୍ଦରୀ କନ୍ୟା ଟିଏ । ବାପା ଥିଲେ ସୁରଦେବ ଏବଂ ମା କନିକା ଓ କନ୍ୟା ଟିର ନାମ କାଶତଣ୍ଡି । କାଶତଣ୍ଡି ର ସୁନ୍ଦରତା ଝାଟି ମାଟି ଘରେ ଯେମିତି ହୀରା ର ଝଲକ ଝଲସି ଉଠୁଥିଲା । ସେମିତି ଥିଲା ସୁରଦେବ ର ଘରେ କାଶତଣ୍ଡି । ପିଲା ଦିନରୁ ହିଁ ସେ ଦେବୀ ଦୁର୍ଗାଙ୍କୁ … Continue reading କାଶତଣ୍ଡି
Copy and paste this URL into your WordPress site to embed
Copy and paste this code into your site to embed