ଜୀବନ ମିତ

ଚାଲୁଥିଲି ଏକା ଅଜଣା ପଥରେ ଧରି ନେଲ ମୋର ହାତ,ହାତ ଧରି ମୋତେ କରିଲ ନିଜର ସାଜିଲ ଜୀବନ ମିତ ।।ସିନ୍ଥିରେ ମୋ ଦେଲ ଟୋପାଏ ସିନ୍ଦୂର ମଥାରେ ଦେଲ ଓଢଣୀ ,ସାତ ଜନ୍ମ ପାଇଁ କରିଲ ନିଜର ସଜାଇଲ ପାଟରାଣୀ ।।ରାଗ ରୁଷା ମୋର କେତେକ ସହିଛ ନଧରିଛ କେଉଁ ଦୋଷ ,ରୁଷି ଥିଲେ ତୁମେ ମନାଇଛ କେତେ କରିବାକୁ ମନ ତୋଷ ।।ଯାହା ବି କରିଛି କାମନା ମୋ ମନେ କରିଛ ସବୁ ପୁରଣ,ପ୍ରାଣ … Continue reading ଜୀବନ ମିତ