ଶବ୍ଦ ତମାମ

ଦିନ ତମାମ ତୁମ ଭାବନା ଦିନେ ମନର ଆବେଗ କୁ ବିଚଳିତ କରୁଥିଲାଅଶାନ୍ତ ଉଦାଶର ଯୋଗେ ନିରବତା ;ଆଜି କିନ୍ତୁ ବ୍ୟସ୍ତ ରହିବାର ବାହାନାବାଧ୍ୟ କରିଦିଏଏକଲା ପଣଠୁ ଦୂରେଇ ରହିବାକୁ ଅନେକ ଚେଷ୍ଟାପ୍ରତ୍ୟେକଟି ଭାବନାରୁ ମୁକ୍ତ ହେବାକୁବାକ୍ୟର ଶବ୍ଦକୁଅଲଗା କରିବାର ଯୋଉ ପ୍ରଚେଷ୍ଟାଦେହରେ ନିଆଁ ଲାଗିଯାଏ,କିଛି ଅଲଗା ଅଲଗା ଲାଗୁଥିବାଶବ୍ଦଟିଏ ବି କହିବାକୁଅସୁସ୍ଥ ଲାଗେ,କେହି ଜଣେ ଶୁଭ ମନାସୁ ଥିବାଶତ ପ୍ରସଂଶାରୁଶବ୍ଦ କୋଷ ଭିତରୁପଦୁ ଟିଏ ।।। ମନୋଜ କୁମାର ବେହେରା (ଲେଖକ)ସୁବୁଦ୍ଧି ପଲ୍ଲୀ, ଗଞ୍ଜାମ ।