ବଦନାମ୍ ଗଳିର ରାଣୀ ମହୁମାଛିଦେଖିବାକୁ ଅପସରା,ଆମ ରୂପ ଦେଖି ପାଗଳ ଗ୍ରାହକଦିଅନ୍ତି କେତେ ଇସାରା …ll ଘର ପରିସ୍ଥିତି ସୁଧାରିବା ପାଇଁଆସିଥିଲୁ ଏ ସହର,ଯେଉଁଠି ବି ଗଲୁ ଦେଲେ ନିର୍ଯାତନାକିଏ ବା ଏଠି କାହାର …ll ବେଶ୍ୟା ବୃତ୍ତିଟିକୁ ଆପଣେଇ ନେଲୁଉପାୟ ପାଇଲୁ ନାହିଁ,ବେଶ୍ୟା ନାମେ ଆମେ ପରିଚିତ ହେଲୁରହିଲୁ କୋଠିରେ ସ୍ଥାୟୀ …ll ଯୁବକରୁ ବୁଢା ଆସନ୍ତି ଅନେକସହରର ବଡଲୋକ ,ଦେହ ସୁଖ ପାଇଁ ସୁଅ ଛୁଟେ ନିତିମେଣ୍ଟାଇବା ପାଇଁ ଭୋକ…ll ଆମ ସେବା ପାଇ … Continue reading ବଦନାମ୍ ଗଳି
Copy and paste this URL into your WordPress site to embed
Copy and paste this code into your site to embed