ଗର୍ମେଣ୍ଟ୍ ଜ୍ୱାଇଁ

ଚାକିରି ତ ସବୁ ଆମ୍ଭ ଗଛ ଫଳ ରହିଛନ୍ତି ସବୁ ଚାହିଁ,ଝିଅ ଠାରୁ ବେଶି ଶ୍ବଶୁର ଡିମାଣ୍ଡ୍ ଖୋଜନ୍ତି ଗର୍ମେଣ୍ଟ୍ ଜ୍ୱାଇଁ ।। ଭାବନ୍ତି ମୋ ଝିଅ ଗୋଟା ପାଠୁଆଣୀ ଚଢିଛି କଲେଜ ପିଣ୍ଡା,ପ୍ରାଇଭେଟ୍ ଜବ୍ କରୁଥିବା ଜ୍ୱାଇଁ ଦେବ ନାହିଁ ସୁନା ଅଣ୍ଡା ।। ବାପ ଆଉ ଝିଅ ଦୁହେଁ ସମ ରାଶି ଭାବନା ତାଙ୍କର ଏକ୍ ଯଦି କେବେ ଆସେ ପ୍ରାଇଭେଟ୍ ଜ୍ୱାଇଁ କରନ୍ତି ବହୁତ ଚେକ୍ ।। ଯଦି ସେ ଜାଣିବେ ଜ୍ୱାଇଁ … Continue reading ଗର୍ମେଣ୍ଟ୍ ଜ୍ୱାଇଁ