ଜଙ୍ଗଲ ରେ ଗୋଟେ ରାତି

ପ୍ରଧାନ ବୁଢ଼ା ଭାରି ଚାଲାକ୍ ବୋଲି ଲୋକେ କୁହନ୍ତି । ପିଲା ବେଳ ର କଥା । କୁହନ୍ତି ତାଙ୍କ ପାଖରେ ସବୁ ପ୍ରଶ୍ନର ଉତ୍ତର ଥାଏ। ସେ ସବୁବେଳେ ଚୁପ୍ ରହିବାକୁ ପସନ୍ଦ କରନ୍ତି ନାହିଁ। କାରଣ ସେ ହେଉଛନ୍ତି ଏକ ନମ୍ୱର୍ ବାଲୁରା ବୁଢ଼ା । କୌଣସି ଗୋଟିଏ ଲୋକ ମଧ୍ୟ ତାଙ୍କ ପାଖରେ ବସନ୍ତି ନାହିଁ । ସବୁବେଳେ ମିଛ ସତ କୁହନ୍ତି ବୋଲି ଗାଁ ଟି ଯାକ ଚର୍ଚ୍ଚା । ତାଙ୍କ … Continue reading ଜଙ୍ଗଲ ରେ ଗୋଟେ ରାତି